ଉଦିତ ଭାନୁ (Udit Bhanu)
ଉଦିତ ଭାନୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଉଦିତ ଭାନୁ ୨୭ ଡିସେମ୍ବର ୧୯୯୬ (ବୟସ ୨୪) ବାଗନାଗୁଡ଼ା, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଆମ୍ବେଦକର କଲେଜ୍,ଭୁବନେଶ୍ୱର |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ବାପା ବୋଉ | ନିତ୍ୟାନନ୍ଦ ବିଶୋଇ, ଜମ୍ବୁବତି ବିଶୋଇ |
ଉଦିତ ଭାନୁ (Udit Bhanu) ଜଣେ ଓଡ଼ିଆ ଗାୟକ (ଜନ୍ମ ୨୭ ଡିସେମ୍ବର ୧୯୯୬) । ସେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବାଗାନାଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଶ୍ରୀ ନିତ୍ୟାନନ୍ଦ ବିସୋଇ ଜଣେ ପ୍ରତିଷ୍ଠିତ ମେଡିକାଲ୍ ପ୍ରାକ୍ଟିସନର ଓ କୃଷକ ଏବଂ ତାଙ୍କ ମାତା ଗୃହିଣୀ ଅଟନ୍ତି ।
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ଉଦିତ ଓଡିଶାର ନବରଙ୍ଗପୁର ଠାରେ ଏକ ସୁନ୍ଦର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେମାନେ ୮ ଭାଇ ଭଉଣୀ ୭ ଭଉଣୀ ପରେ ପରେ ଉଦିତ ଜନ୍ମ ଗ୍ରହଣ କରିଥିଲେ | ପିଲାଟି ଦିନରୁ ସେ ଗୀତ ଗାଇବା ଏବଂ ଅଭିନୟ କରିବାକୁ ଭଲ ପାଉଥିଲେ ଏବଂ ଅଳ୍ପ ବୟସରେ ସେ ଅନେକ ଷ୍ଟେଜ୍ ସୋ, ସ୍କୁଲ୍ ଏବଂ କଲେଜ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲେ ଏବଂ ସର୍ବଦା ପୁରସ୍କାର ହାସଲ କରୁଥିଲେ | ସେ ସମ୍ମାନଜନକ ସରକାରୀ ନୂତନ ବାଗନାଗୁଡା ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରେ ଅଞ୍ଚଳଗୁମ୍ମା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଉତୀର୍ଣ୍ଣ ହେବା ପରେ ପରେ ଭୁବନେଶ୍ୱର ସ୍ଥିତ ଆମ୍ବେଦକର +୨ ମହାବିଦ୍ୟାଳୟରୁ ଶିକ୍ଷା ଲାଭ କରିବା ପରେ ବ୍ରହ୍ମପୁରଠାରେ ଡିପ୍ଲୋମା ଇନ ମେଡିକାଲ ଲେବ ଟେକ୍ନିସିଆନ ତାଲିମ ପ୍ରଶିକ୍ଷଣ ଶିକ୍ଷା ଲାଭ କରିଛନ୍ତି ।
ବୃତ୍ତି
ଉଦିତ ଭାନୁ ଓଡିଶାର ଜଣେ ଲାଇଭ୍ ପରଫର୍ମର ଗାୟକ। ୨୦୧୫ ମସିହାରେ ସେ ନବରଙ୍ଗପୁରରେ ସାଂସ୍କୃତିକ ଫେଷ୍ଟିଫାଲ୍ ମୋଣ୍ଡାଇ ଷ୍ଟେଜ୍ ପ୍ରଦର୍ଶନ ପାଇଁ ଅଫର୍ ପାଇଥିଲେ ଏବଂ ଅତି ସୁନ୍ଦର ଭାବରେ ସଂଗୀତ ପରିବେଷଣ କରି ନବରଙ୍ଗପୁର ସହରରେ ଗୋଟିଏ ଗାୟକ ଭାବେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେଇଥିଲେ ଏବଂ ତାଙ୍କ କ୍ୟାରିଅର୍ ସେଠୁ ଆରମ୍ଭ କରିଥିଲେ | ତା’ପରେ ୨୦୧୭ ମସିହାରେ ସେ ଗୁରୁ ସୁକୁମାର ସୁନାଙ୍କ ଅଧୀନରେ ଗୀତ ଗାଇବା ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ୨୦୧୯ରେ ଏକ ଓଡିଆ ଭକ୍ତି ଗୀତ ଓ ମାଁ ଭଣ୍ଡାର ଘରଣୀ ମାଁ ଗୀତ ଗାଇ ତାଙ୍କର ଗୀତ ଜୀବନ ଆରମ୍ଭ କରିଥିଲେ ସେ ପ୍ରକୃତରେ ଅତି ସରଳ ସୁନ୍ଦର ପୁରୁଷ । ଭାନୁ କେବଳ ଜଣେ ଗାୟକ ନୁହଁନ୍ତି ବରଂ ଜଣେ ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଲେଖକ ଯିଏକି ଏବେ ଓଡିଶାରେ ଲୋକପ୍ରିୟ |
ଆଧାର
ସୁସ୍ମିତା ଦାସ
ସୁସ୍ମିତା ଦାସ | |
---|---|
୨୦୧୮ରେ ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ପର୍ବ କାର୍ଯ୍ୟକ୍ରମରେ ସୁସ୍ମିତା
| |
ଜନ୍ମ ଓ ଜନ୍ମସ୍ଥାନ | ସୁସ୍ମିତା ପରିଜା ୨ ନଭେମ୍ବର କଟକ, ଓଡ଼ିଶା, ଭାରତ |
ଜୀବିକା | ପ୍ରଚ୍ଛଦପଟ ଗାୟିକା |
କାର୍ଯ୍ୟକାଳ | ୧୯୮୭- ଏବେଯାଏଁ |
ଜୀବନସାଥି | ସିଦ୍ଧାନ୍ତ ଦାସ (୧୯୮୫- ଏବେଯାଏଁ) |
ସନ୍ତାନ | ୨ |
ବାପା ମା | ସଂଘମିତ୍ରା ପରିଜା (ମାଆ) ଶ୍ୟାମସୁନ୍ଦର ପରିଜା (ବାପା) |
ୱେବସାଇଟ | susmitadas.in |
ପ୍ରାରମ୍ଭିକ ଜୀବନ ଏବଂ ପରିବାର
ସଙ୍ଗୀତ ଜଗତରେ ପ୍ରବେଶ
ସୁସ୍ମିତା ଗାଇଥିବା କିଛି ଆଲବମ
ଗାଇଥିବା ଆଲବମ୍
ଆଲବମ | ଗୀତ ସଂଖ୍ୟା | ରଚନା | ସ୍ୱର ସଂଯୋଜନା |
---|---|---|---|
ହାତୀ ସଜ କର | ୮ | ଦେବଦାସ ଛୋଟରାୟ | ଓମପ୍ରକାଶ ମହାନ୍ତି |
କହତ କବୀର | ୯ | ଓମପ୍ରକାଶ ମହାନ୍ତି | |
କୁଛ୍ ଦିଲ୍ନେ କାହା | ୧୬ | ||
ମଧୁର ଏ ଚାନ୍ଦ ରାତି | ୮ | ବାଳକୃଷ୍ଣ ଦାସ | ଓମପ୍ରକାଶ ମହାନ୍ତି |
ମାୟା ଦର୍ପଣ | ୯ | ମାୟାଧର ମାନସିଂହ | ଓମପ୍ରକାଶ ମହାନ୍ତି |
ମୀରା ଭଜନ | ୯ | ଓମପ୍ରକାଶ ମହାନ୍ତି | |
ନୂଆ ଲୁହ ପୁରୁଣା ଲୁହ | ୧୬ | ଦେବଦାସ ଛୋଟରାୟ | ଓମପ୍ରକାଶ ମହାନ୍ତି |
ଦେହ ବିଦେହ | ହରପ୍ରକାଶ ଦାସ | ||
ହୃଦୟ ବଲ୍ଲଭ | ୧୨ | ପ୍ରଫୁଲ୍ଲ କର | ପ୍ରଫୁଲ୍ଲ କର, ଓମପ୍ରକାଶ ମହାନ୍ତି |
ସ୍ୱାଭିମାନ | ବିଜୟ ମଲ୍ଲ | ||
ଋତୁଚକ୍ର | ୬ | କୁଳମଣି ବିଶ୍ୱାଳ | ଓମ ପ୍ରକାଶ ମହାନ୍ତି |
ଆଧାର
- ଉପରକୁ ଯାଆନ୍ତୁ"BIOGRAPHY". susmitadas.in. Retrieved 8 March 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"Kathare Kathare - Singer Susmita Das - Etv News Odia". E Tv News. Retrieved 8 March 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"ସୁସ୍ମିତା ଦାସ". ସମାଜ. 7 September 2017. Retrieved 8 September 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"Sapana Ra Pathe Pathe: Susmita Das". କନକ ନ୍ୟୁଜ. Retrieved 8 March 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"Face To Face with Singer Susmita Das". NWZ Today. Retrieved 8 March 2017.
- ଉପରକୁ ଯାଆନ୍ତୁ"ଓଡ଼ିଆ ସଙ୍ଗୀତର ନୂଆ ଦିଗବଳୟ". ସାମାନ୍ୟ କଥନ. Retrieved 30 July 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"ସୁସ୍ମିତା ଦାସଙ୍କ କଣ୍ଠରେ ନୂଆ ରଜ ଗୀତ: ଲାଜ ଲାଜ ହୋଇ ଆସିଲା ରଜଲୋ…". Odisha Live. 8 June 2017. Retrieved 30 July 2017.
- ଉପରକୁ ଯାଆନ୍ତୁ"ଭୁବନେଶ୍ୱରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ". Odishan. 11 February 2015. Retrieved 30 July 2017.
- ଉପରକୁ ଯାଆନ୍ତୁ[odialive.com/susmita-das-seasons-odia-music-album/ "Susmita Das’s Seasons Odia music Album"]. OdiaLive.com. 30 January 2016. Retrieved 9 March 2017.
- ଉପରକୁ ଯାଆନ୍ତୁ↑ "A beautiful new Odia song released on Utkala Dibasa by Susmita Das, perfect gift to Odia people". Bhubaneswar BUZZ. Retrieved 1 April 2017.
- ଉପରକୁ ଯାଆନ୍ତୁ"Susmita Das' musical treat for Raja". Odisha Bytes. Retrieved 30 July 2017.
- ଉପରକୁ ଯାଆନ୍ତୁ"Lajja Lajja Hoi Asila Raja". Odisha Live. Retrieved 30 July2017.
ବାହାର ଆଧାର
- ସୁସ୍ମିତା ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)
ସୁବ୍ରତ ସ୍ୱାଇଁ
ସୁବ୍ରତ ସ୍ୱାଇଁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁବ୍ରତ ସ୍ୱାଇଁ |
ଜୀବିକା | (ଓଡ଼ିଆ) ଗୀତିକାର |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୭ |
ପ୍ରାରମ୍ଭିକ ଜୀବନ ଏବଂ ପେଷା
ଗୀତ ରଚନା
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"‘ଶ୍ରୋତାଙ୍କ ମନରେ ଘର କରିବା ଭଳି ଗୀତ ଲେଖିବା ମୋର ଲକ୍ଷ୍ୟ’". sambad.in. 5 December 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ସୁବ୍ରତଙ୍କୁ ରାଜ୍ୟ ସମ୍ମାନ". ସମାଜ. 3 December 2017. Retrieved 7 December 2017.
- ଉପରକୁ ଯାଆନ୍ତୁ"୨୮ ତମ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ତତ୍ ସହିତ ସିନେମା କଳାକାରଙ୍କ ନାଁ ଘୋଷାଣା।". ସମ୍ଭବ ଟିଭି. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ପ୍ରଣବ ପଟ୍ଟନାୟକଙ୍କୁ ‘ଜୟଦେବ ପୁରସ୍କାର’, ଶ୍ରେଷ୍ଠ ଚଳଚ୍ଚିତ୍ର ‘ଚିନି’". ଖବର ଓଡ଼ିଶା. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତର ପୁରସ୍କାର ଘୋଷଣା ! ‘ଚିନି’ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ‘ସିନ୍ଦୁରବିନ୍ଦୁୁ’ ଶ୍ରେଷ୍ଠ ଧାରିବାହିକ". Kanak News. 27 Nobember 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: କିଏ ପାଇଲେ କେଉଁ ପୁରସ୍କାର". ସମ୍ବାଦ. 27 November 2017. Retrieved 12 December 2017.
- ଉପରକୁ ଯାଆନ୍ତୁ"ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ". Odisha Reporter. ଏମିତି ରେକର୍ଡିଂ ହୋଇଥିଲା 'ଶିବା ନଟ୍ ଆଉଟ୍'ର 'ସୁକ୍ରିୟା ସୁକ୍ରିୟା' ଗୀତ. Retrieved 12 December 2017.
- ଉପରକୁ ଯାଆନ୍ତୁ"ନୂଆବର୍ଷରେ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ହାପି-ଲକି’". ଓଡ଼ିଶା ଭାସ୍କର. 22 November 2017. Retrieved 12 December 2017.
ବାହାର ଆଧାର
- ସୁବ୍ରତ ସ୍ୱାଇଁ (ଇଣ୍ଟରନେଟ ମୁଭି ଡାଟାବେସରେ)
ସମୀର ରିଷୁ ମହାନ୍ତି
ସମୀର ରିଷୁ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସମୀର ରିଷୁ ମହାନ୍ତି ପୁରୀ, ଓଡ଼ିଶା, ଭାରତ |
ଜୀବିକା | ରାପର୍ |
ବାପା ମା | ବିଦ୍ୟାଧର ମହାନ୍ତି (ବାପା) ମିଚି ଆରକି (ମାଆ) |
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
ଗୀତ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"This First Rapper From Odisha Did His Very First Odia Rap Song, And It's Just So Amazing". Mycitylinks. Retrieved 4 November 2017.
ଶଶାଙ୍କ ଶେଖର
ଶଶାଙ୍କ ଶେଖର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଶଶାଙ୍କ ଶେଖର ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) କଣ୍ଠଶିଳ୍ପୀ |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୬ |
ଗାୟକ
ପୁରସ୍କାର ଓ ସମ୍ମାନ
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"ସଙ୍ଗୀତ ମୋର ଜୀବନ, ତାକୁ ମୁଁ କେବେ ଛାଡ଼ି ପାରିିବି ନାହିଁ : ଶଶାଙ୍କ". sambad.in. 19 February 2018. Retrieved 21 February 2018.
- ଉପରକୁ ଯାଆନ୍ତୁ"ରାଇଜିଂ ଷ୍ଟାର୍ର ଶ୍ରେଷ୍ଠ ୧୦ରେ ଶଶାଙ୍କ". ଧରିତ୍ରୀ. 11 March 2018.
- ଉପରକୁ ଯାଆନ୍ତୁ"Rising Star Season 2-Rising Star 2018". 5besty. Retrieved 21 February 2018.
- ଉପରକୁ ଯାଆନ୍ତୁ"SHASANK SEKHAR FROM ODISHA IN RISING STAR INDIA SEASON 2". Incredible Orissa. 29 January 2018. Retrieved 21 February 2018.
ପ୍ରଜ୍ଞା ହୋତା
ପ୍ରଜ୍ଞା ହୋତା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପ୍ରଜ୍ଞା ପରିସ୍ମିତା ହୋତା ଡିସେମ୍ବର ୨୦, ୧୯୯୭ (୨୦ ବର୍ଷ) ଢେଙ୍କାନାଳ, ଓଡ଼ିଶା, ଭାରତ |
ଜୀବିକା | ପ୍ରଚ୍ଛଦପଟ ଗାୟିକା |
ପ୍ରାରମ୍ଭିକ ଜୀବନ
କଣ୍ଠଶିଳ୍ପୀ
ଚଳଚ୍ଚିତ୍ରରେ କଣ୍ଠଦାନ
- ତୁ ମୋ ହିରୋ
- ସୁନାପିଲା- ଟିକେ ସ୍କୃ ଢିଲା
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"Pragyan Pprasmita Hota - Winner 'Voice Of Odisha' Season-3". Incredible Orissa. 2 August 2015. Retrieved 24 March 2018.
- ଉପରକୁ ଯାଆନ୍ତୁ"ରେଡିଓ ଚକ୍ଲେଟ୍ର ସ୍ୱାଧୀନତା ଦିବସ ଭେଟି ‘ଜୟ ହୋ’". Kanak News. Retrieved 24 March 2018.
- ଉପରକୁ ଯାଆନ୍ତୁ"Voice of Odisha Season 3 New Singing Competition by Tarang TV". NewOdisha.in. 23 March 2015. Retrieved 24 March 2018.
- ଉପରକୁ ଯାଆନ୍ତୁPanda, Sidharth (6 December 2017). "ଆସନ୍ତୁ ଶୁଣିବା ସତ୍ୟଜିତ(Satyajeet) ଓ ପ୍ରଜ୍ଞା ହୋତା((Pragyan Hota))ଙ୍କ କଣ୍ଠରେ ଏହି ସୁନ୍ଦର ଗୀତ "ତୋ ଆଖିରେ ଯେବେ ମୋର(To Aakhire Jebe Mora)"". ଆଉ କୁହ. Retrieved 24 March 2018.