Showing posts with label ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ. Show all posts
Showing posts with label ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ. Show all posts
ମୀନକେତନ ଦାସ
ମୀନକେତନ ଦାସ | |
---|---|
ମୀନକେତନ ଦାସ
| |
ଜନ୍ମ ଓ ଜନ୍ମସ୍ଥାନ | ମଇ ୭, ୧୯୬୧ କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ |
ମୃତ୍ୟୁ | ୩୦ ଜୁନ ୨୦୧୭ (୫୬ ବର୍ଷ) ଭୁବନେଶ୍ୱର |
ମୃତ୍ୟୁର କାରଣ | ଅଗ୍ନାଶହ କର୍କଟ |
ଜୀବିକା | ଅଭିନେତା (ଓଡ଼ିଆ) |
ଜୀବନସାଥି | କାଞ୍ଚନବାଳା ଦାସ |
ମୀନକେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନକେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଥିଲେ ।
କଥାଚିତ୍ର ଜୀବନ
ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନକେତନ ଓଡ଼ିଆ ଚଳଚ୍ଚିତ୍ର ସହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ । ୨୦୧୬ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।
ମୃତ୍ୟୁ
ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନକେତନଙ୍କର ପରଲୋକ ଘଟିଥିଲା ।
ଅଭିନୀତ କଥାଚିତ୍ର
ମସିହା | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୧୬ | ମୀମାଂସା | |
୨୦୧୬ | ଲଭ୍ ଷ୍ଟେସନ | ଅତିଥି କଳାକାର |
୨୦୧୬ | ଦେଲେ ଧରା କଥା ସରେ | |
୨୦୧୬ | ଝିଅଟା ବିଗିଡ଼ିଗଲା | |
୨୦୧୬ | ଅଗସ୍ତ୍ୟ | ସଦାନନ୍ଦ ସେଠୀ |
୨୦୧୬ | ଟାଇଗର | |
୨୦୧୬ | ହେଲା ମତେ ପ୍ରେମ ଜର | |
୨୦୧୬ | ଗୋଟେ ଶୁଆ ଗୋଟେ ଶାରୀ | |
୨୦୧୫ | ଜଗା ହାତରେ ପଘା(୨୦୧୫) | ଶଙ୍କର |
୨୦୧୫ | ସୁପର ମିଛୁଆ | ରୋମିଓର ମାମୁଁ |
୨୦୧୫ | ନୂଆ ନୂଆ ପ୍ରେମରେ | ପୋଲିସ ଇନସ୍ପେକ୍ଟର |
୨୦୧୫ | ଇସ୍କ ତୁ ହି ତୁ | ବବି ଭାଇ |
୨୦୧୫ | ଯିଏ ଯାହା କହୁ ମୋର ଢୋ | ହଜାରି ଶଙ୍କର |
୨୦୧୪ | ଆମେ ତ ଟୋକା ଶଣ୍ଢ ମାର୍କା | |
୨୦୧୪ | କିଡ୍ନାପ୍ | |
୨୦୧୪ | ଜୟ ହିନ୍ଦ୍ | |
୨୦୧୪ | ସିନ୍ଦୂର | ବଲ୍ଲଭ ରାୟ |
୨୦୧୩ | ଗଡ଼ବଡ଼ | ଭାଇ (ମୀନକେତନ) |
୨୦୧୩ | [[ଟଙ୍କା ତତେ ସଲାମ] | ମୀନକେତନ |
୨୦୧୩ | [[ବ୍ୟାଚେଲର] | ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର |
୨୦୧୩ | ମୁଁ ଦିୱାନା ତୋ ପାଇଁ | ପୋଲିସ ଏସ୍.ଆଇ. ନୀଳାଚଳ |
୨୦୧୩ | ହରି ଓମ ହରି | ଜଗନ୍ନାଥ ପଟ୍ଟନାୟକ |
୨୦୧୩ | ହାତ ଧରି ଚାଲୁଥା | ସଂଗ୍ରାମ |
୨୦୧୩ | ଅଶୋକ ସମ୍ରାଟ | ସ୍ୱାମିଜୀ |
୨୦୧୩ | ଟାର୍ଗେଟ୍ | ନାରୁ ଭାଇ |
୨୦୧୩ | ଦିୱାନା ଦିୱାନୀ | ସଞ୍ଜୁର ବାପା |
୨୦୧୩ | ମାଇଁ ଲଭ ଷ୍ଟୋରୀ | ପ୍ରଶାନ୍ତ |
୨୦୧୩ | ନଈ ସେପାରୀ କନକ ଗୋରୀ | ଦୂର୍ଜତି ସାମନ୍ତରାୟ |
୨୦୧୩ | ମୋ' ଦୁନିଆ ତୁ ହିଁ ତୁ | |
୨୦୧୨ | ଲଭ ମାଷ୍ଟର | ବିକ୍ରମ ପ୍ରତାପ |
୨୦୧୨ | ଚାନ୍ଦ ନା ତମେ ତାରା | |
୨୦୧୨ | ଓମ ସାଇ ରାମ | |
୨୦୧୨ | ବ୍ୟାଡ଼୍ ଗାର୍ଲ | |
୨୦୧୨ | ରଙ୍ଗିଲା ଟୋକା | ଲକ୍ଷ୍ମୀଧର ପ୍ରଧାନ |
୨୦୧୨ | ଇଡିଅଟ୍ | ଗୋବର୍ଦ୍ଧନ |
୨୦୧୨ | ତୁ ମୋ ଆରମ୍ଭ ତୁ ମୋ ଶେଷ | ସୁଧୀର |
୨୦୧୨ | ଗୁଡ଼୍ବୟ | ପୋଲିସ ଇନସ୍ପେକ୍ଟର ମୀନକେତନ |
୨୦୧୨ | ଶପଥ | ମହିମା |
୨୦୧୨ | ଥୁକୁଲ୍ | ପଞ୍ଚମର ମାମୁଁ |
୨୦୧୧ | ବାଳୁଙ୍ଗା ଟୋକା | ଚିକୁର ବାପା |
୨୦୧୧ | ମୁଁ ପ୍ରେମୀ ମୁଁ ପାଗଳ | କଲେଜ ଅଧକ୍ଷ |
୨୦୧୧ | ଚୋରି ଚୋରି ମନ ଚୋରି | |
୨୦୧୧ | ୧୪୩ ଆଇ ଲଭ ୟୁ | ରସ ରଙ୍ଗ ପଣ୍ଡା |
୨୦୧୧ | ପ୍ରେମ୍ ୱେଡ୍ସ ପ୍ରିୟା | ରଙ୍ଗିଲା |
୨୦୧୧ | ହିରୋ | ଶକ୍ତିର ବାପା |
୨୦୧୧ | ଲୋଫର୍ | ରେଷ୍ଟୁରାଣ୍ଟ ମାଲିକ |
୨୦୧୧ | ମୋଷ୍ଟ ୱାଣ୍ଟେଡ଼ | ବାବୁ ଭାଇ |
୨୦୧୦ | ଓମ ନମଃ ଶିବାୟ | ନାଗ ଭୂଷଣ ମହାନ୍ତି |
୨୦୧୦ | ଦିୱାନା | ମୋହନ ମହାନ୍ତି(TTI) |
୨୦୧୦ | ମେଘ ସବାରୀରେ ଆସିବ ଫେରୀ | ସ୍ମଶାନ ଜଗୁଆଳୀ |
୨୦୧୦ | ଏଇ ମିଳନ ଯୁଗ ଯୁଗର | |
୨୦୧୦ | ଶଶୁର ଘର ଜିନ୍ଦାବାଦ | ଡମ୍ପୁରୁ ମାମୁଁ |
୨୦୧୦ | ପହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର) | ବାଦଶାହା |
୨୦୧୦ | ମୁଁ କଣ ଏତେ ଖରାପ | ଦିଗମ୍ବର ମହାନ୍ତି |
୨୦୧୦ | ଆଖି ପଲକରେ ତୁ | ବିଜୁ ସାମନ୍ତ |
୨୦୦୯ | କେଉଁ ଦୁନିଆରୁ ଆସିଲ ବନ୍ଧୁ | ସାପୁଆ କେଳା |
୨୦୦୯ | ଶତ୍ରୁ ସଂହାର | ଇନସ୍ପେକ୍ଟର ସୁରେଶ ଗଡ଼ନାୟକ |
୨୦୦୯ | ଆରେ ସାଥୀ ଆ | ରାମ |
୨୦୦୯ | ଧିରେ ଧିରେ ପ୍ରେମ ହେଲା | ହାଡ଼ୁ ଚମ୍ପତ୍ତି |
୨୦୦୮ | ତୋ ବିନା ଭଲ ଲାଗେନା | ଶଙ୍କର |
୨୦୦୮ | ବନ୍ଦେ ଉତ୍କଳ ଜନନୀ | ବିଧାୟକ ଗୋପବନ୍ଧୁ ବେହେରା |
୨୦୦୮ | ଜୀଅନ୍ତା ଭୂତ | ଡୋମ୍ବୋ |
୨୦୦୭ | କାଳୀ ଶଙ୍କର | ମଣ୍ଟୁ |
୨୦୦୭ | ଚକା ଚକା ଭଉଁରୀ | ରଘୁ |
୨୦୦୭ | ଧଉଳି ଏକ୍ସପ୍ରେସ୍ | ମାଧାବ |
୨୦୦୭ | ନାରୀ ନୁହେଁ ତୁ ନାରାୟଣୀ | |
୨୦୦୭ | ଫେରିଆ ମୋ ସୁନା ଭଉଣୀ | |
୨୦୦୬ | ରାଖି ବାନ୍ଧିଲି ମୋ ରଖିବ ମାନ | ଶମ୍ଭୁ |
୨୦୦୬ | ତୁ ଏକା ଆମ ସାହା ଭରଷା | ବିକ୍ରମ |
୨୦୦୫ | ଓମ ଶାନ୍ତି ଓମ | ଦୁର୍ଗା ପ୍ରସାଦ |
୨୦୦୩ | ନାରୀ ଆଖିରେ ନିଆଁ | |
୨୦୦୩ | ଏଇଠି ସ୍ୱର୍ଗ ଏଇଠି ନର୍କ | |
୨୦୦୩ | ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର) | |
୨୦୦୩ | ବିଧାତା (୨୦୦୩ର ଚଳଚ୍ଚିତ୍ର) | ରଙ୍ଗା |
୨୦୦୨ | ପୁଅ ମୋର ଜଗତ ଜିତା | ଇନସ୍ପେକ୍ଟର ଦୁଶାସନ ସ୍ୱାଇଁ |
୧୯୯୯ | ପ୍ରେମ ବନ୍ଧନ | ଦିଲୀପ ବଳିଆରସିଂହ |
୧୯୯୯ | ଧର୍ମ ନିକିତି | ବିଲ୍ଲା |
୧୯୯୯ | ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର) | ମହାଜନ |
୧୯୯୮ | ସହର ଜଳୁଛି | |
୧୯୯୮ | ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) | |
୧୯୯୬ | ନୀଳ ମାଷ୍ଟେରାଣୀ | |
୧୯୯୫ | ରକତ କହିବ କିଏ କାହାର | ମାଇକେଲ |
୧୯୯୫ | ମୋ ମନ ଖାଲି ତୁମରି ପାଇଁ | ଲାଖୁଆ |
ଆଧାର
- ଉପରକୁ ଯାଆନ୍ତୁ"Being ‘evil’ in films brings out the ‘good’ in an actor: Minaketan". Odisha News 360. 12 August 2016. Retrieved 22 August 2016.
- ଉପରକୁ ଯାଆନ୍ତୁ"ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 26 October 2017.
- ଉପରକୁ ଯାଆନ୍ତୁ"ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Retrieved 20 December 2017.
- ଉପରକୁ ଯାଆନ୍ତୁhttp://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/
ଅଧିକ ତଥ୍ୟ
- ମୀନକେତନ (ଇଣ୍ଟରନେଟ ମୁଭି ଡାଟାବେସରେ)
ଅରୁଣ ମହାନ୍ତି
ଅରୁଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅରୁଣ ମହାନ୍ତି ଓଡ଼ିଶା, ଭାରତ |
ଜୀବିକା |
|
କାର୍ଯ୍ୟକାଳ | ୧୯୮୮ରୁ-ଏବେଯାଏଁ |
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର । ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
କଥାଚିତ୍ର ଜୀବନ
୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ ଅରୁଣ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ, ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।
ନିର୍ଦ୍ଦେଶନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୮ | ଏଇ ସଂଘର୍ଷ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ପ୍ରଯୋଜନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
ସଙ୍ଗୀତ ନିର୍ଦ୍ଦେଶନା
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ରାକ୍ଷୀ ଭିଜିଗଲା ଆଖି ଲୁହରେ |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଗୀତିକାର
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
କାହାଣୀ
ବର୍ଷ | ଚଳଚ୍ଚିତ୍ର |
---|---|
୧୯୮୮ | କନ୍ୟାଦାନ |
୧୯୯୨ | ଘର ମୋର ସ୍ୱର୍ଗ |
୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
୨୦୧୩ | ପ୍ରେମ ସବୁଠୁ ବଳବାନ |
ଆଧାର
- ଉପରକୁ ଯାଆନ୍ତୁ↑ Behera, Naresh Kumar. "Famous Film Directors and Actors from Odisha". Orissa Spider. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "ଅରିନ୍ଦମ୍ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
- ଉପରକୁ ଯାଆନ୍ତୁ↑ "ଅରିନ୍ଦମ୍ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "Arun Mohanty Archieve". Incredible Orissa. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "A List of Oriya Films". OrissaCineama.com. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "ମହାନାୟକ ହେଲେ, ‘ ହିରୋ’ ହେଲେନି ଅନୁଭବ". ସମ୍ବାଦ. 15 June 2017. Retrieved 30 August 2017.
- ଉପରକୁ ଯାଆନ୍ତୁ↑ "Lyricist : Arun Mohanty". Odia Music. Retrieved 30 August 2017.
ବାହାର ଆଧାର
- ଅରୁଣ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)
ସଂଗ୍ରାମ ବିଶ୍ୱାଳ
ସଂଗ୍ରାମ ବିଶ୍ୱାଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଓଡ଼ିଶା, ଭାରତ |
ଜୀବିକା | ଚଳଚ୍ଚିତ୍ର ନିର୍ଦ୍ଦେଶକ |
କାର୍ଯ୍ୟକାଳ | ୧୯୯୪-ଏବେଯାଏଁ |
ସନ୍ତାନ | ସାଜନ୍ ବିଶ୍ୱାଳ |
ସଂଗ୍ରାମ ବିଶ୍ୱାଳ ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ପରିବାର
ସଂଗ୍ରାମ ବିଶ୍ୱାଳଙ୍କର ପୁଅ ସାଜନ୍ ବିଶ୍ୱାଳ ମୁ୍କ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।
ନିର୍ଦ୍ଦେଶକ
ସଂଗ୍ରାମ ବିଶ୍ୱାଳ ୧୯୯୧ ମସିହାରେ ଓଡ଼ିଆ କଥାଚିତ୍ର ବସ୍ତ୍ର ହରଣରେ ସହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୪ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ ପ୍ରବେଶ କରିଥିଲେ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ନିର୍ଦ୍ଦେଶିତ କଥାଚିତ୍ର
- ରଖିଲେ ଶିବ ମାରିବ କିଏ
- ସକଳ ତୀର୍ଥ ତୋ ଚରଣେ
- ରାକ୍ଷୀ ଭିଜିଗଲା ଆଖି ଲୁହରେ
- ରାମ ଲକ୍ଷ୍ମଣ
- ମହାସଂଗ୍ରାମ
- ଧର୍ମନିକିତି
- ବିଧାତା
- ତୋ’ ଆଖି ମୋ ଆଇନା
- ଆଇ ଲଭ୍ ମାଇଁ ଇଣ୍ଡିଆ
- ଲାଲ ଟୁକୁ ଟୁକୁ ସାଧବ ବୋହୂ
ଅଭିନୀତ କଥାଚିତ୍ର
- ବସ୍ତ୍ର ହରଣ
- ପ୍ରେମ ଅଢ଼େଇ ଅକ୍ଷର
ଆଧାର
- ଉପରକୁ ଯାଆନ୍ତୁ↑ "ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ". sambad.in. 12 February 2018. Retrieved 17 February 2018.
- ↑ ଏହି ଯାଏ ଉପରକୁ ଯାଆନ୍ତୁ:୨.୦ ୨.୧ "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
- ଉପରକୁ ଯାଆନ୍ତୁ↑ "ଓଲିଉଡର ନୂଆ ନାୟକ ସାଜନ୍ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ". sambad.in. 18 January 2018. Retrieved 1 February 2018.
ବାହାର ଆଧାର
- ସଂଗ୍ରାମ ବିଶ୍ୱାଳ (ଇଣ୍ଟରନେଟ ମୁଭି ଡାଟାବେସରେ)