Showing posts with label ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ. Show all posts
Showing posts with label ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ. Show all posts

ମୀନ‌କେତନ ଦାସ

ମୀନ‌କେତନ ଦାସ
Minaketan Das.jpg
ମୀନ‌କେତନ ଦାସ
ଜନ୍ମ ଓ ଜନ୍ମସ୍ଥାନମଇ ୭, ୧୯୬୧
କେନ୍ଦ୍ରାପଡ଼ାଓଡ଼ିଶାଭାରତ
ମୃତ୍ୟୁ୩୦ ଜୁନ ୨୦୧୭ (୫୬ ବର୍ଷ)
ଭୁବନେଶ୍ୱର
ମୃତ୍ୟୁର କାରଣଅଗ୍ନାଶହ କର୍କଟ
ଜୀବିକାଅଭିନେତା (ଓଡ଼ିଆ)
ଜୀବନସାଥିକାଞ୍ଚନବାଳା ଦାସ
ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।

କଥାଚିତ୍ର ଜୀବନ

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନ‌କେତନ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ । ୨୦୧୬ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ମୃତ୍ୟୁ

ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।

ଅଭିନୀତ କଥାଚିତ୍ର

ମସିହାଚଳଚ୍ଚିତ୍ରଭୂମିକା
୨୦୧୬ମୀମାଂସା
୨୦୧୬ଲଭ୍ ଷ୍ଟେସନଅତିଥି କଳାକାର
୨୦୧୬ଦେଲେ ଧରା କଥା ସରେ
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଅଗସ୍ତ୍ୟସଦାନନ୍ଦ ସେଠୀ
୨୦୧୬ଟାଇଗର
୨୦୧୬ହେଲା ମତେ ପ୍ରେମ ଜର
୨୦୧୬ଗୋଟେ ଶୁଆ ଗୋଟେ ଶାରୀ
୨୦୧୫ଜଗା ହାତରେ ପଘା(୨୦୧୫)ଶଙ୍କର
୨୦୧୫ସୁପର ମିଛୁଆରୋମିଓର ମାମୁଁ
୨୦୧୫ନୂଆ ନୂଆ ପ୍ରେମରେପୋଲିସ ଇନସ୍‌ପେକ୍ଟର
୨୦୧୫ଇସ୍କ ତୁ ହି ତୁବ‌ବି ଭାଇ
୨୦୧୫ଯିଏ ଯାହା କ‌ହୁ ମୋର ଢୋହଜାରି ଶଙ୍କର
୨୦୧୪ଆମେ ତ ଟୋକା ଶଣ୍ଢ ମାର୍କା
୨୦୧୪କିଡ୍‌ନାପ୍
୨୦୧୪ଜୟ ହିନ୍ଦ୍
୨୦୧୪ସିନ୍ଦୂରବଲ୍ଲଭ ରାୟ
୨୦୧୩ଗଡ଼ବଡ଼ଭାଇ (ମୀନ‌କେତନ)
୨୦୧୩[[ଟଙ୍କା ତତେ ସଲାମ]ମୀନ‌କେତନ
୨୦୧୩[[ବ୍ୟାଚେଲର]ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର
୨୦୧୩ମୁଁ ଦିୱାନା ତୋ ପାଇଁପୋଲିସ ଏସ୍.ଆଇ. ନୀଳାଚଳ
୨୦୧୩ହରି ଓମ ହରିଜଗନ୍ନାଥ ପଟ୍ଟନାୟକ
୨୦୧୩ହାତ ଧରି ଚାଲୁଥାସଂଗ୍ରାମ
୨୦୧୩ଅଶୋକ ସମ୍ରାଟସ୍ୱାମିଜୀ
୨୦୧୩ଟାର୍ଗେଟ୍ନାରୁ ଭାଇ
୨୦୧୩ଦିୱାନା ଦିୱାନୀସଞ୍ଜୁର ବାପା
୨୦୧୩ମାଇଁ ଲଭ ଷ୍ଟୋରୀପ୍ରଶାନ୍ତ
୨୦୧୩ନଈ ସେପାରୀ କନକ ଗୋରୀଦୂର୍ଜତି ସାମନ୍ତରାୟ
୨୦୧୩ମୋ' ଦୁନିଆ ତୁ ହିଁ ତୁ
୨୦୧୨ଲଭ ମାଷ୍ଟରବିକ୍ରମ ପ୍ରତାପ
୨୦୧୨ଚାନ୍ଦ ନା ତମେ ତାରା
୨୦୧୨ଓମ ସାଇ ରାମ
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୨ରଙ୍ଗିଲା ଟୋକାଲକ୍ଷ୍ମୀଧର ପ୍ରଧାନ
୨୦୧୨ଇଡିଅଟ୍ଗୋବର୍ଦ୍ଧନ
୨୦୧୨ତୁ ମୋ ଆରମ୍ଭ ତୁ ମୋ ଶେଷସୁଧୀର
୨୦୧୨ଗୁଡ଼୍‌ବୟପୋଲିସ ଇନସ୍‌ପେକ୍ଟର ମୀନ‌କେତନ
୨୦୧୨ଶପଥମହିମା
୨୦୧୨ଥୁକୁଲ୍ପଞ୍ଚମର ମାମୁଁ
୨୦୧୧ବାଳୁଙ୍ଗା ଟୋକାଚିକୁର ବାପା
୨୦୧୧ମୁଁ ପ୍ରେମୀ ମୁଁ ପାଗଳକଲେଜ ଅଧକ୍ଷ
୨୦୧୧ଚୋରି ଚୋରି ମନ ଚୋରି
୨୦୧୧୧୪୩ ଆଇ ଲଭ ୟୁରସ ରଙ୍ଗ ପଣ୍ଡା
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟାରଙ୍ଗିଲା
୨୦୧୧ହିରୋଶକ୍ତିର ବାପା
୨୦୧୧ଲୋଫର୍ରେଷ୍ଟୁରାଣ୍ଟ ମାଲିକ
୨୦୧୧ମୋଷ୍ଟ ୱାଣ୍ଟେଡ଼ବାବୁ ଭାଇ
୨୦୧୦ଓମ ନମଃ ଶିବାୟନାଗ ଭୂଷଣ ମହାନ୍ତି
୨୦୧୦ଦିୱାନାମୋହ‌‌ନ ମହାନ୍ତି(TTI)
୨୦୧୦ମେଘ ସବାରୀରେ ଆସିବ ଫେରୀସ୍ମଶାନ ଜଗୁଆଳୀ
୨୦୧୦ଏଇ ମିଳନ ଯୁଗ ଯୁଗର
୨୦୧୦ଶଶୁର ଘର ଜିନ୍ଦାବାଦଡମ୍ପୁରୁ ମାମୁଁ
୨୦୧୦ପ‌ହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର)ବାଦଶାହା
୨୦୧୦ମୁଁ କଣ ଏତେ ଖରାପଦିଗମ୍ବର ମହାନ୍ତି
୨୦୧୦ଆଖି ପଲକରେ ତୁବିଜୁ ସାମନ୍ତ
୨୦୦୯କେଉଁ ଦୁନିଆରୁ ଆସିଲ ବନ୍ଧୁସାପୁଆ କେଳା
୨୦୦୯ଶତ୍ରୁ ସଂହାରଇନସ୍‌ପେକ୍ଟର ସୁରେଶ ଗଡ଼ନାୟକ
୨୦୦୯ଆରେ ସାଥୀ ଆରାମ
୨୦୦୯ଧିରେ ଧିରେ ପ୍ରେମ ହେଲାହାଡ଼ୁ ଚମ୍ପତ୍ତି
୨୦୦୮ତୋ ବିନା ଭଲ ଲାଗେନାଶଙ୍କର
୨୦୦୮ବନ୍ଦେ ଉତ୍କଳ ଜନନୀବିଧାୟକ ଗୋପବନ୍ଧୁ ବେହେରା
୨୦୦୮ଜୀଅନ୍ତା ଭୂତଡୋମ୍ବୋ
୨୦୦୭କାଳୀ ଶଙ୍କରମଣ୍ଟୁ
୨୦୦୭ଚକା ଚକା ଭଉଁରୀରଘୁ
୨୦୦୭ଧଉଳି ଏକ୍ସପ୍ରେସ୍ମାଧାବ
୨୦୦୭ନାରୀ ନୁହେଁ ତୁ ନାରାୟଣୀ
୨୦୦୭ଫେରିଆ ମୋ ସୁନା ଭଉଣୀ
୨୦୦୬ରାଖି ବାନ୍ଧିଲି ମୋ ରଖିବ ମାନଶମ୍ଭୁ
୨୦୦୬ତୁ ଏକା ଆମ ସାହା ଭରଷାବିକ୍ରମ
୨୦୦୫ଓମ ଶାନ୍ତି ଓମଦୁର୍ଗା ପ୍ରସାଦ
୨୦୦୩ନାରୀ ଆଖିରେ ନିଆଁ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କ
୨୦୦୩ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର)
୨୦୦୩ବିଧାତା (୨୦୦୩ର ଚଳଚ୍ଚିତ୍ର)ରଙ୍ଗା
୨୦୦୨ପୁଅ ମୋର ଜଗତ ଜିତାଇନସ୍‌ପେକ୍ଟର ଦୁଶାସନ ସ୍ୱାଇଁ
୧୯୯୯ପ୍ରେମ ବନ୍ଧନଦିଲୀପ ବଳିଆରସିଂହ
୧୯୯୯ଧର୍ମ ନିକିତିବିଲ୍ଲା
୧୯୯୯ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମହାଜନ
୧୯୯୮ସ‌ହର ଜଳୁଛି
୧୯୯୮ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)
୧୯୯୬ନୀଳ ମାଷ୍ଟେରାଣୀ
୧୯୯୫ରକତ କହିବ କିଏ କାହାରମାଇକେଲ
୧୯୯୫ମୋ ମନ ଖାଲି ତୁମରି ପାଇଁଲାଖୁଆ

ଆଧାର

  1. ଉପରକୁ ଯାଆନ୍ତୁ"Being ‘evil’ in films brings out the ‘good’ in an actor: Minaketan". Odisha News 360. 12 August 2016. Retrieved 22 August 2016.
  2. ଉପରକୁ ଯାଆନ୍ତୁ"ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 26 October 2017.
  3. ଉପରକୁ ଯାଆନ୍ତୁ"ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Retrieved 20 December 2017.
  4. ଉପରକୁ ଯାଆନ୍ତୁhttp://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/

ଅଧିକ ତ‌ଥ୍ୟ

ଅରୁଣ ମହାନ୍ତି

ଅରୁଣ ମହାନ୍ତି
Image result for no photo available
ଜନ୍ମ ଓ ଜନ୍ମସ୍ଥାନଅରୁଣ ମହାନ୍ତି
ଓଡ଼ିଶାଭାରତ
ଜୀବିକା
  • ଚଳଚ୍ଚିତ୍ର ନିର୍ମାତା
  • ନିର୍ଦ୍ଦେଶକ
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖକ
  • ସଂଳାପକାର
  • ଗୀତିକାର
  • ସଙ୍ଗୀତ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୮୮ରୁ-ଏବେଯାଏଁ
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର । ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଘର ମୋର ସ୍ୱର୍ଗସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରକଥା କହିବ ମୋ ମଥା ସିନ୍ଦୂରପୁଅ ଭାଙ୍ଗିଦେଲା ସୁନା ସଂସାରପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

କଥାଚିତ୍ର ଜୀବନ

୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ ଅରୁଣ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ, ସଙ୍ଗୀତ ନିର୍ଦ୍ଦେଶନା ସ‌ହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।

ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୮ଏଇ ସଂଘର୍ଷ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ପ୍ରଯୋଜନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୯କଥା କହିବ ମୋ ମଥା ସିନ୍ଦୂର

ସଙ୍ଗୀତ ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ରାକ୍ଷୀ ଭିଜିଗଲା ଆଖି ଲୁହରେ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଗୀତିକାର

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର

କାହାଣୀ

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଆଧାର

  1. ଉପରକୁ ଯାଆନ୍ତୁ Behera, Naresh Kumar. "Famous Film Directors and Actors from Odisha". Orissa Spider. Retrieved 30 August 2017.
  2. ଉପରକୁ ଯାଆନ୍ତୁ "ଅରିନ୍ଦମ୍‌ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Retrieved 30 August 2017.
  3. ଉପରକୁ ଯାଆନ୍ତୁ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  4. ଉପରକୁ ଯାଆନ୍ତୁ "ଅରିନ୍ଦମ୍‌ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Retrieved 30 August 2017.
  5. ଉପରକୁ ଯାଆନ୍ତୁ "Arun Mohanty Archieve". Incredible Orissa. Retrieved 30 August 2017.
  6. ଉପରକୁ ଯାଆନ୍ତୁ "A List of Oriya Films". OrissaCineama.com. Retrieved 30 August 2017.
  7. ଉପରକୁ ଯାଆନ୍ତୁ "ମହାନାୟକ ହେଲେ, ‘ ହିରୋ’ ହେଲେନି ଅନୁଭବ". ସମ୍ବାଦ. 15 June 2017. Retrieved 30 August 2017.
  8. ଉପରକୁ ଯାଆନ୍ତୁ "Lyricist : Arun Mohanty". Odia Music. Retrieved 30 August 2017.

ବାହାର ଆଧାର

ସଂଗ୍ରାମ ବିଶ୍ୱାଳ

ସଂଗ୍ରାମ ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନଓଡ଼ିଶାଭାରତ
ଜୀବିକାଚଳଚ୍ଚିତ୍ର ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୯୪-ଏବେଯାଏଁ
ସନ୍ତାନସାଜନ୍ ବିଶ୍ୱାଳ
ସଂଗ୍ରାମ ବିଶ୍ୱାଳ ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏ ଚଳଚ୍ଚିତ୍ରର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ପରିବାର

ସଂଗ୍ରାମ ବିଶ୍ୱାଳଙ୍କର ପୁଅ ସାଜନ୍ ବିଶ୍ୱାଳ ମୁ୍କ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି ।

ନିର୍ଦ୍ଦେଶକ

ସଂଗ୍ରାମ ବିଶ୍ୱାଳ ୧୯୯୧ ମସିହାରେ ଓଡ଼ିଆ କଥାଚିତ୍ର ବସ୍ତ୍ର ହରଣରେ ସ‌ହକାରୀ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୧୯୯୪ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶକ ଭାବରେ ପ୍ରବେଶ କରିଥିଲେ । ସେ ଓଡ଼ିଆ କଥାଚିତ୍ର ରଖିଲେ ଶିବ ମାରିବ କିଏରେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ, ରାକ୍ଷୀ ଭିଜିଗଲା ଆଖି ଲୁହରେ, ରାମ ଲକ୍ଷ୍ମଣ, ମହାସଂଗ୍ରାମ, ଧର୍ମନିକିତି, ବିଧାତା, ତୋ’ ଆଖି ମୋ ଆଇନା, ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ନିର୍ଦ୍ଦେଶିତ କଥାଚିତ୍ର

  • ରଖିଲେ ଶିବ ମାରିବ କିଏ
  • ସକଳ ତୀର୍ଥ ତୋ ଚରଣେ
  • ରାକ୍ଷୀ ଭିଜିଗଲା ଆଖି ଲୁହରେ
  • ରାମ ଲକ୍ଷ୍ମଣ
  • ମହାସଂଗ୍ରାମ
  • ଧର୍ମନିକିତି
  • ବିଧାତା
  • ତୋ’ ଆଖି ମୋ ଆଇନା
  • ଆଇ ଲଭ୍ ମାଇଁ ଇଣ୍ଡିଆ
  • ଲାଲ ଟୁକୁ ଟୁକୁ ସାଧବ ବୋହୂ

ଅଭିନୀତ କଥାଚିତ୍ର

  • ବସ୍ତ୍ର ହରଣ
  • ପ୍ରେମ ଅଢ଼େଇ ଅକ୍ଷର

ଆଧାର

  1. ଉପରକୁ ଯାଆନ୍ତୁ "ହୋ ଭାଷାର ପ୍ରଥମ ସିନେମାରେ ଏହି ଓଲିଉଡ ନାୟକ". sambad.in. 12 February 2018. Retrieved 17 February 2018.
  2. ↑ ଏହି ଯାଏ ଉପରକୁ ଯାଆନ୍ତୁ:୨.୦ ୨.୧ "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
  3. ଉପରକୁ ଯାଆନ୍ତୁ "ଓଲିଉଡର ନୂଆ ନାୟକ ସାଜନ୍‌ ହେଉଛନ୍ତି ଏହି ନିର୍ଦ୍ଦେଶକଙ୍କ ପୁଅ". sambad.in. 18 January 2018. Retrieved 1 February 2018.

ବାହାର ଆଧାର