ଅରୁଣ ମହାନ୍ତି

ଅରୁଣ ମହାନ୍ତି
Image result for no photo available
ଜନ୍ମ ଓ ଜନ୍ମସ୍ଥାନଅରୁଣ ମହାନ୍ତି
ଓଡ଼ିଶାଭାରତ
ଜୀବିକା
  • ଚଳଚ୍ଚିତ୍ର ନିର୍ମାତା
  • ନିର୍ଦ୍ଦେଶକ
  • କାହାଣୀକାର
  • ଚିତ୍ରନାଟ୍ୟ ଲେଖକ
  • ସଂଳାପକାର
  • ଗୀତିକାର
  • ସଙ୍ଗୀତ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୮୮ରୁ-ଏବେଯାଏଁ
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର । ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଘର ମୋର ସ୍ୱର୍ଗସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂରକଥା କହିବ ମୋ ମଥା ସିନ୍ଦୂରପୁଅ ଭାଙ୍ଗିଦେଲା ସୁନା ସଂସାରପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

କଥାଚିତ୍ର ଜୀବନ

୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ ଅରୁଣ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ, ସଙ୍ଗୀତ ନିର୍ଦ୍ଦେଶନା ସ‌ହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।

ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୮ଏଇ ସଂଘର୍ଷ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ପ୍ରଯୋଜନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୯କଥା କହିବ ମୋ ମଥା ସିନ୍ଦୂର

ସଙ୍ଗୀତ ନିର୍ଦ୍ଦେଶନା

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ରାକ୍ଷୀ ଭିଜିଗଲା ଆଖି ଲୁହରେ
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଗୀତିକାର

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର

କାହାଣୀ

ବର୍ଷଚଳଚ୍ଚିତ୍ର
୧୯୮୮କନ୍ୟାଦାନ
୧୯୯୨ଘର ମୋର ସ୍ୱର୍ଗ
୧୯୯୬ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର
୧୯୯୯ପୁଅ ଭାଙ୍ଗିଦେଲା ସୁନା ସଂସାର
୧୯୯୯କଥା କହିବ ମୋ ମଥା ସିନ୍ଦୂର
୨୦୧୩ପ୍ରେମ ସବୁଠୁ ବଳବାନ

ଆଧାର

  1. ଉପରକୁ ଯାଆନ୍ତୁ Behera, Naresh Kumar. "Famous Film Directors and Actors from Odisha". Orissa Spider. Retrieved 30 August 2017.
  2. ଉପରକୁ ଯାଆନ୍ତୁ "ଅରିନ୍ଦମ୍‌ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Retrieved 30 August 2017.
  3. ଉପରକୁ ଯାଆନ୍ତୁ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  4. ଉପରକୁ ଯାଆନ୍ତୁ "ଅରିନ୍ଦମ୍‌ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Retrieved 30 August 2017.
  5. ଉପରକୁ ଯାଆନ୍ତୁ "Arun Mohanty Archieve". Incredible Orissa. Retrieved 30 August 2017.
  6. ଉପରକୁ ଯାଆନ୍ତୁ "A List of Oriya Films". OrissaCineama.com. Retrieved 30 August 2017.
  7. ଉପରକୁ ଯାଆନ୍ତୁ "ମହାନାୟକ ହେଲେ, ‘ ହିରୋ’ ହେଲେନି ଅନୁଭବ". ସମ୍ବାଦ. 15 June 2017. Retrieved 30 August 2017.
  8. ଉପରକୁ ଯାଆନ୍ତୁ "Lyricist : Arun Mohanty". Odia Music. Retrieved 30 August 2017.

ବାହାର ଆଧାର