Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts
Showing posts with label ଓଡ଼ିଆ ଦୂରଦର୍ଶନ ଅଭିନେତା. Show all posts

ମୀନ‌କେତନ ଦାସ

ମୀନ‌କେତନ ଦାସ
Minaketan Das.jpg
ମୀନ‌କେତନ ଦାସ
ଜନ୍ମ ଓ ଜନ୍ମସ୍ଥାନମଇ ୭, ୧୯୬୧
କେନ୍ଦ୍ରାପଡ଼ାଓଡ଼ିଶାଭାରତ
ମୃତ୍ୟୁ୩୦ ଜୁନ ୨୦୧୭ (୫୬ ବର୍ଷ)
ଭୁବନେଶ୍ୱର
ମୃତ୍ୟୁର କାରଣଅଗ୍ନାଶହ କର୍କଟ
ଜୀବିକାଅଭିନେତା (ଓଡ଼ିଆ)
ଜୀବନସାଥିକାଞ୍ଚନବାଳା ଦାସ
ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।

କଥାଚିତ୍ର ଜୀବନ

ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟ କରିଥିଲେ । ଏହି ଲମ୍ବା ସମୟର ଯାତ୍ରା ମଧ୍ୟରେ ସେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୯୮ରେ ମୁକ୍ତିଲାଭ କରିଥିବା ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର) ଚଳଚ୍ଚିତ୍ର ତାଙ୍କର ଅଭିନୟର ଯାତ୍ରାରେ ଏକ ପରିବର୍ତ୍ତନ ଆଣିଦେଇଥିଲା । ସେ ମଧ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ମୀନ‌କେତନ ଓଡ଼ିଆ ଚଳଚ୍ଚିତ୍ର ସ‌ହ ଓଡ଼ିଆ ଯାତ୍ର ଜଗତରେ ମଧ୍ୟ କିଛି ନାଟକର ନିର୍ଦ୍ଦେଶନା ଦେଇଥିଲେ ଏବଂ ଅଭିନୟ କରିଥିଲେ । ୨୦୧୬ମସିହାର ମୀମାଂସା ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ "ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା" ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ମୃତ୍ୟୁ

ଅଗ୍ନାଶୟ କର୍କଟ ଯୋଗୁ, ୨୦୧୭ ଜୁନ୍ ୩୦ତାରିଖରେ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ମୀନ‌କେତନଙ୍କର ପରଲୋକ ଘଟିଥିଲା ।

ଅଭିନୀତ କଥାଚିତ୍ର

ମସିହାଚଳଚ୍ଚିତ୍ରଭୂମିକା
୨୦୧୬ମୀମାଂସା
୨୦୧୬ଲଭ୍ ଷ୍ଟେସନଅତିଥି କଳାକାର
୨୦୧୬ଦେଲେ ଧରା କଥା ସରେ
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ଅଗସ୍ତ୍ୟସଦାନନ୍ଦ ସେଠୀ
୨୦୧୬ଟାଇଗର
୨୦୧୬ହେଲା ମତେ ପ୍ରେମ ଜର
୨୦୧୬ଗୋଟେ ଶୁଆ ଗୋଟେ ଶାରୀ
୨୦୧୫ଜଗା ହାତରେ ପଘା(୨୦୧୫)ଶଙ୍କର
୨୦୧୫ସୁପର ମିଛୁଆରୋମିଓର ମାମୁଁ
୨୦୧୫ନୂଆ ନୂଆ ପ୍ରେମରେପୋଲିସ ଇନସ୍‌ପେକ୍ଟର
୨୦୧୫ଇସ୍କ ତୁ ହି ତୁବ‌ବି ଭାଇ
୨୦୧୫ଯିଏ ଯାହା କ‌ହୁ ମୋର ଢୋହଜାରି ଶଙ୍କର
୨୦୧୪ଆମେ ତ ଟୋକା ଶଣ୍ଢ ମାର୍କା
୨୦୧୪କିଡ୍‌ନାପ୍
୨୦୧୪ଜୟ ହିନ୍ଦ୍
୨୦୧୪ସିନ୍ଦୂରବଲ୍ଲଭ ରାୟ
୨୦୧୩ଗଡ଼ବଡ଼ଭାଇ (ମୀନ‌କେତନ)
୨୦୧୩[[ଟଙ୍କା ତତେ ସଲାମ]ମୀନ‌କେତନ
୨୦୧୩[[ବ୍ୟାଚେଲର]ଚନ୍ଦ୍ରଭାନୁ ପଟ୍ଟନାୟକ/ଟାଇଗର
୨୦୧୩ମୁଁ ଦିୱାନା ତୋ ପାଇଁପୋଲିସ ଏସ୍.ଆଇ. ନୀଳାଚଳ
୨୦୧୩ହରି ଓମ ହରିଜଗନ୍ନାଥ ପଟ୍ଟନାୟକ
୨୦୧୩ହାତ ଧରି ଚାଲୁଥାସଂଗ୍ରାମ
୨୦୧୩ଅଶୋକ ସମ୍ରାଟସ୍ୱାମିଜୀ
୨୦୧୩ଟାର୍ଗେଟ୍ନାରୁ ଭାଇ
୨୦୧୩ଦିୱାନା ଦିୱାନୀସଞ୍ଜୁର ବାପା
୨୦୧୩ମାଇଁ ଲଭ ଷ୍ଟୋରୀପ୍ରଶାନ୍ତ
୨୦୧୩ନଈ ସେପାରୀ କନକ ଗୋରୀଦୂର୍ଜତି ସାମନ୍ତରାୟ
୨୦୧୩ମୋ' ଦୁନିଆ ତୁ ହିଁ ତୁ
୨୦୧୨ଲଭ ମାଷ୍ଟରବିକ୍ରମ ପ୍ରତାପ
୨୦୧୨ଚାନ୍ଦ ନା ତମେ ତାରା
୨୦୧୨ଓମ ସାଇ ରାମ
୨୦୧୨ବ୍ୟାଡ଼୍ ଗାର୍ଲ
୨୦୧୨ରଙ୍ଗିଲା ଟୋକାଲକ୍ଷ୍ମୀଧର ପ୍ରଧାନ
୨୦୧୨ଇଡିଅଟ୍ଗୋବର୍ଦ୍ଧନ
୨୦୧୨ତୁ ମୋ ଆରମ୍ଭ ତୁ ମୋ ଶେଷସୁଧୀର
୨୦୧୨ଗୁଡ଼୍‌ବୟପୋଲିସ ଇନସ୍‌ପେକ୍ଟର ମୀନ‌କେତନ
୨୦୧୨ଶପଥମହିମା
୨୦୧୨ଥୁକୁଲ୍ପଞ୍ଚମର ମାମୁଁ
୨୦୧୧ବାଳୁଙ୍ଗା ଟୋକାଚିକୁର ବାପା
୨୦୧୧ମୁଁ ପ୍ରେମୀ ମୁଁ ପାଗଳକଲେଜ ଅଧକ୍ଷ
୨୦୧୧ଚୋରି ଚୋରି ମନ ଚୋରି
୨୦୧୧୧୪୩ ଆଇ ଲଭ ୟୁରସ ରଙ୍ଗ ପଣ୍ଡା
୨୦୧୧ପ୍ରେମ୍ ୱେଡ୍ସ ପ୍ରିୟାରଙ୍ଗିଲା
୨୦୧୧ହିରୋଶକ୍ତିର ବାପା
୨୦୧୧ଲୋଫର୍ରେଷ୍ଟୁରାଣ୍ଟ ମାଲିକ
୨୦୧୧ମୋଷ୍ଟ ୱାଣ୍ଟେଡ଼ବାବୁ ଭାଇ
୨୦୧୦ଓମ ନମଃ ଶିବାୟନାଗ ଭୂଷଣ ମହାନ୍ତି
୨୦୧୦ଦିୱାନାମୋହ‌‌ନ ମହାନ୍ତି(TTI)
୨୦୧୦ମେଘ ସବାରୀରେ ଆସିବ ଫେରୀସ୍ମଶାନ ଜଗୁଆଳୀ
୨୦୧୦ଏଇ ମିଳନ ଯୁଗ ଯୁଗର
୨୦୧୦ଶଶୁର ଘର ଜିନ୍ଦାବାଦଡମ୍ପୁରୁ ମାମୁଁ
୨୦୧୦ପ‌ହିଲି ରଜ(ଓଡ଼ିଆ ଚଳଚ୍ଚିତ୍ର)ବାଦଶାହା
୨୦୧୦ମୁଁ କଣ ଏତେ ଖରାପଦିଗମ୍ବର ମହାନ୍ତି
୨୦୧୦ଆଖି ପଲକରେ ତୁବିଜୁ ସାମନ୍ତ
୨୦୦୯କେଉଁ ଦୁନିଆରୁ ଆସିଲ ବନ୍ଧୁସାପୁଆ କେଳା
୨୦୦୯ଶତ୍ରୁ ସଂହାରଇନସ୍‌ପେକ୍ଟର ସୁରେଶ ଗଡ଼ନାୟକ
୨୦୦୯ଆରେ ସାଥୀ ଆରାମ
୨୦୦୯ଧିରେ ଧିରେ ପ୍ରେମ ହେଲାହାଡ଼ୁ ଚମ୍ପତ୍ତି
୨୦୦୮ତୋ ବିନା ଭଲ ଲାଗେନାଶଙ୍କର
୨୦୦୮ବନ୍ଦେ ଉତ୍କଳ ଜନନୀବିଧାୟକ ଗୋପବନ୍ଧୁ ବେହେରା
୨୦୦୮ଜୀଅନ୍ତା ଭୂତଡୋମ୍ବୋ
୨୦୦୭କାଳୀ ଶଙ୍କରମଣ୍ଟୁ
୨୦୦୭ଚକା ଚକା ଭଉଁରୀରଘୁ
୨୦୦୭ଧଉଳି ଏକ୍ସପ୍ରେସ୍ମାଧାବ
୨୦୦୭ନାରୀ ନୁହେଁ ତୁ ନାରାୟଣୀ
୨୦୦୭ଫେରିଆ ମୋ ସୁନା ଭଉଣୀ
୨୦୦୬ରାଖି ବାନ୍ଧିଲି ମୋ ରଖିବ ମାନଶମ୍ଭୁ
୨୦୦୬ତୁ ଏକା ଆମ ସାହା ଭରଷାବିକ୍ରମ
୨୦୦୫ଓମ ଶାନ୍ତି ଓମଦୁର୍ଗା ପ୍ରସାଦ
୨୦୦୩ନାରୀ ଆଖିରେ ନିଆଁ
୨୦୦୩ଏଇଠି ସ୍ୱର୍ଗ ଏଇଠି ନର୍କ
୨୦୦୩ମା ମଙ୍ଗଳା(ଓଡ଼ିଆ ଚଳଚ୍ଚିତ୍ର)
୨୦୦୩ବିଧାତା (୨୦୦୩ର ଚଳଚ୍ଚିତ୍ର)ରଙ୍ଗା
୨୦୦୨ପୁଅ ମୋର ଜଗତ ଜିତାଇନସ୍‌ପେକ୍ଟର ଦୁଶାସନ ସ୍ୱାଇଁ
୧୯୯୯ପ୍ରେମ ବନ୍ଧନଦିଲୀପ ବଳିଆରସିଂହ
୧୯୯୯ଧର୍ମ ନିକିତିବିଲ୍ଲା
୧୯୯୯ମା’ ଓ ମମତା (୧୯୯୯ର ଓଡ଼ିଆ କଥାଚିତ୍ର)ମହାଜନ
୧୯୯୮ସ‌ହର ଜଳୁଛି
୧୯୯୮ଗଙ୍ଗଶିଉଳୀ(ଓଡ଼ିଆ ଚଳଚ୍ଚିତ୍ର)
୧୯୯୬ନୀଳ ମାଷ୍ଟେରାଣୀ
୧୯୯୫ରକତ କହିବ କିଏ କାହାରମାଇକେଲ
୧୯୯୫ମୋ ମନ ଖାଲି ତୁମରି ପାଇଁଲାଖୁଆ

ଆଧାର

  1. ଉପରକୁ ଯାଆନ୍ତୁ"Being ‘evil’ in films brings out the ‘good’ in an actor: Minaketan". Odisha News 360. 12 August 2016. Retrieved 22 August 2016.
  2. ଉପରକୁ ଯାଆନ୍ତୁ"ଆରପାରିରେ ଅଭିନେତା ମୀନକେତନ". Odisha News Agency. 1 July 2017. Retrieved 26 October 2017.
  3. ଉପରକୁ ଯାଆନ୍ତୁ"ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର". ପ୍ରମେୟ ୨୦/୧୨/୨୦୧୭ ପୃଷ୍ଠା ୫. Retrieved 20 December 2017.
  4. ଉପରକୁ ଯାଆନ୍ତୁhttp://odishatv.in/odisha/body-slider/minaketan-who-won-hearts-lost-battle-against-cancer-225058/

ଅଧିକ ତ‌ଥ୍ୟ

ବବି ମିଶ୍ର

ବବି ମିଶ୍ର
Related image
ଜନ୍ମ ଓ ଜନ୍ମସ୍ଥାନବବି ମିଶ୍ର
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
ଜୀବନସାଥିକୋଏଲ
ବବି ମିଶ୍ର ଜଣେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଏବଂ ଆଲବମ୍ ଗୀତ ଅଭିନେତା । ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ହାସ୍ୟ ଅଭିନେତା, ସ‌ହ ଅଭିନେତା ଏବଂ ଖଳନାୟକ ଭାବରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଆଧୁନିକ ଆଲବମ୍‌ର ଅନେକ ଗୀତରେ ନୃତ୍ୟ କରିଥିଲେ । ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ରରେ ସେ ପ୍ରଥମ କରି ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ । ଏହାପରେ ସେ ଚଳଚ୍ଚିତ୍ର ସ‌ହ ଦୂରଦର୍ଶନର ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ବବି ମିଶ୍ର ଓଡ଼ିଆ କଥାଚିତ୍ର ଜଗତରେ ୧୯୯୯ ମସିହାରେ ଜୟ ଶ୍ରୀରାମ ଚଳଚ୍ଚିତ୍ର ଜରିଆରେ ପ୍ରବେଶ କରିଥିଲେ । ଏହାପରେ ସେ ତୋ ପାଇଁ, ନାରୀ ଆଖିରେ ନିଆଁ, ଫେରିଆ ମୋ ସୁନା ଭଉଣୀ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ମୁଁ ତତେ ଲଭ୍ କରୁଚିରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ତାଙ୍କର ଅଭିନୟ ଜୀବନର ମୋଡ଼ ବଦଳିଯାଇଥିଲା । ଧିରେ ଧିରେ ସେ ଅଧିକରୁ ଅଧିକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏଥିସ‌ହ ସେ ସ‌ହ-ଅଭିନେତା ଏବଂ ହାସ୍ୟ ଅଭିନେତା ଭାବରେ ମଧ୍ୟ ଅଭିନୟ କରିଥିଲେ ।
ବବି ମିଶ୍ର ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ମଧ୍ୟ ନୃତ୍ୟ କରିଥିଲେ । କାଉ ତୋ ବଉକୁ ନଉ, ସାହିତ୍ୟ ଦିଦି, ଆଜି ତୋର ବାହାଘର ପ୍ରିୟା ଆଦି ଅନେକ ଲୋକପ୍ରିୟ ଗୀତରେ ନୃତ୍ୟ କରିଥିଲେ । ବବିଙ୍କର ଅଭିନୀତ ଅନ୍ୟ ଏକ ଓଡ଼ିଆ ଆଲବମ୍ 'ଆହେ ଦୟାମୟ ବିଶ୍ୱ ବିହାରୀ' ତାଙ୍କୁ ବିବାଦଗ୍ରସ୍ତ କରାଇଦେଇଥିଲେ ।
କଥାଚିତ୍ର ଏବଂ ଆଲବମ୍ ବ୍ୟତୀତ ବବି ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ସାର୍ଥକ ଟିଭିରେ ପ୍ରସାରତି ଧାରାବାହିକ 'ଜୀବନ ସାଥୀ'ରେ ସେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୯ଜୟ ଶ୍ରୀରାମପିଣ୍ଟୁ ମହାନ୍ତିପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୩ନାରୀ ଆଖିରେ ନିଆଁ
୨୦୦୫ତୋ ପାଇଁ
୨୦୦୭ଫେରିଆ ମୋ ସୁନା ଭଉଣୀ
ମୁଁ ତତେ ଲଭ୍ କରୁଚି
ଚକା ଚକା ଭଉଁରୀଆଲୋକ
ରସିକ ନାଗରକେସବ ପ୍ରଜାପତି
ଲାଲ ଟୁକୁ ଟୁକୁ ସାଧବ ବୋହୂବଣ୍ଟି
୨୦୦୮ମତେ ତ ଲଭ୍ ହେଲାରେରାଜା
ନନ୍ଦିନୀ ଆଇ ଲଭ୍ ୟୁବବି
୨୦୦୯ପ୍ରେମରୋଗୀରୁଦ୍ରାକ୍ଷ
ଶତ୍ରୁ ସଂହାରଅଜୟର ସାଙ୍ଗ
ଡ୍ରୀମ ଗାର୍ଲ
ଅଭିମନ୍ୟୁଶଙ୍କର
ଅସୀମା
୨୦୧୦ଡନ୍ରାଜୁ
ଆଖି ପଲକରେ ତୁଡି.ଜି. ମିର୍ଧା
ତୋ ଆଖିରେ ମୁଁଇନିସ୍‌ପେକ୍ଟର ଇନ୍ଦ୍ରଜିତ
ତୋତେ ଭଲ ପାଉଚି ବୋଲିରକି
୨୦୧୧ତୁ ମୋ ଗାର୍ଲଫ୍ରେଣ୍ଡଚକ୍ରଧର
୨୦୧୩ତୁ ମୋ ସୁନା ତୁ ମୋ ହୀରାପ୍ରେମ କୁମାର ତ୍ରିପାଠୀନାୟକ
ସଲାମ ସିନେମା
୨୦୧୪ପୁଣି ଦେଖା ହେବ ଆର ଜନମରେ
୨୦୧୬ଦେଲେ ଧରା କଥା ସରେ
୨୦୧୮ହାପି ଲକି
୨୦୧୮ଦୀପୁ ଦ ଡ୍ୟାନ୍ସ ବୟ
୨୦୧୮ଯୋଉଠି ଥିଲେ ବି ତୁ ମୋରମୁ୍କ୍ତିଲାଭ ଅପେକ୍ଷାରେ
୨୦୧୮ନାୟକର ନାଁ ଦେବଦାସସୁଟିଂ ଚାଲିଛି

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ଜୀବନ ସାଥୀସାର୍ଥକ ଟିଭି

ଆଧାର

  1. ଉପରକୁ ଯାଆନ୍ତୁ "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  2. ଉପରକୁ ଯାଆନ୍ତୁ "ଉଷସୀଙ୍କୁ ମିଳିଲା ହର ନିଭାଇଥିବା ଫିଲ୍ମର ରୋଲ". ଜୟ ଓଡ଼ିଶା. Retrieved 19 January 2018.
  3. ଉପରକୁ ଯାଆନ୍ତୁ "ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗ୍‌ ନମ୍ବର’ ଏବଂ ‘ଜୟ ଶ୍ରୀରାମ’ରେ ଅଭିନୟ କରିଥିବା ନାୟିକା ଏବେ ଭୋଜପୁରୀ ସୁପରଷ୍ଟାର୍‌!". sambd.in. 7 October 2017. Retrieved 19 January 2018.
  4. ଉପରକୁ ଯାଆନ୍ତୁ "ନିଜ ଇଚ୍ଛାରେ ଅଭିନୟ କ୍ଷେତ୍ରରୁ ଦୂରେଇ ଥିଲି: ବବି ମିଶ୍ର". ଓଡ଼ିଶା ଟାଇମ୍. 17 September 2016. Retrieved 19 January 2018.
  5. ଉପରକୁ ଯାଆନ୍ତୁ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
  6. ଉପରକୁ ଯାଆନ୍ତୁ "ଅନୁଭବ ହିଁ ବନିଛନ୍ତି 'ଅର୍ଜୁନ' ଓ 'ଅଭିମନ୍ୟୁ'!". ସମ୍ବାଦ. 31 August 2017. Retrieved 19 January 2018.
  7. ଉପରକୁ ଯାଆନ୍ତୁ "ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’". Kanak News. 4 July 2016. Retrieved 19 January 2018.

ବାହାର ଆଧାର

ଅକ୍ଷୟ ବସ୍ତିଆ

ଅକ୍ଷୟ ବସ୍ତିଆ
Related image
ଜନ୍ମ ଓ ଜନ୍ମସ୍ଥାନଅକ୍ଷୟ ବସ୍ତିଆ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳ୧୯୯୮ରୁ-ଏବେଯାଏଁ
ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଅକ୍ଷୟ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।

ଅଭିନୟ ଜୀବନ

ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।
ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସ‌ହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟଶାଶୁଘର ଚାଲିଯିବିଆଇ ଲଭ୍ ମାଇଁ ଇଣ୍ଡିଆମୋ ସୁନା ପୁଅଧଉଳି ଏକ୍ସପ୍ରେସଅଗ୍ନିଶିଖାସତ୍ୟମେବ ଜୟତେଆସିବୁ କେବେ ସାଜି ମୋ ରାଣୀତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ତୋର ମୋର କଥା ହେବା ଚୁପ୍ ଚାପ୍ପ୍ରେମ ସବୁଠୁ ବଳବାନମୁଁ ରାଜା ତୁ ରାଣୀଜୟ ହିନ୍ଦ୍ଲଭ୍ ୟୁ ହମେଶାମାୟାମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍‌ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୯୮ବୋଉଅମର ରାଉତରାୟପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ଧର୍ମର ହେବ ଜୟଗୁରୁ ପଟ୍ଟନାୟକ
୨୦୦୬ଶାଶୁଘର ଚାଲିଯିବିଡଃ ଅଶୋକ
ଆଇ ଲଭ୍ ମାଇଁ ଇଣ୍ଡିଆବିକ୍ରମ ଚୌଧୁରୀ
୨୦୦୭ମୋ ସୁନା ପୁଅଅଜୟ ମହାପାତ୍ର
ଧଉଳି ଏକ୍ସପ୍ରେସଆଦର୍ଶ
ଅଗ୍ନିଶିଖାପ୍ରତୀକ
୨୦୦୮ସତ୍ୟମେବ ଜୟତେପତ୍ରକାର
୨୦୧୦ଆସିବୁ କେବେ ସାଜି ମୋ ରାଣୀ
୨୦୧୧ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ଶେଖର
ତୋର ମୋର କଥା ହେବା ଚୁପ୍ ଚାପ୍
୨୦୧୩ପ୍ରେମ ସବୁଠୁ ବଳବାନରଣଜିତ ସିଂହାନିଆ
ମୁଁ ରାଜା ତୁ ରାଣୀକୀର୍ତ୍ତନ
୨୦୧୪ଜୟ ହିନ୍ଦ୍
୨୦୧୫ଲଭ୍ ୟୁ ହମେଶାପୋଲିସ୍ ଇନିସ୍‌ପେକ୍ଟର
ମାୟା
ମୋ ଦିଲ୍ କହେ ଇଲୁ ଇଲୁ

ଅଭିନୀତ ଧାରାବାହିକ

ଧାରାବାହିକଚେନାଲଭୂମିକା
ମହାଯଜ୍ଞଡିଡି ଓଡ଼ିଆଗୌତମ
ତାସ୍‌ର ଘରଇ ଟିଭି ଓଡ଼ିଆ
ରାଜନୀତିତରଙ୍ଗ ଟିଭି
ମୋ ଜେଜେମାଜୀ କଳିଙ୍ଗ/ସାର୍ଥକ ଟିଭି
ବଧୂସାର୍ଥକ ଟିଭିଶୁଭଙ୍କର

ଆଧାର

  1. ଉପରକୁ ଯାଆନ୍ତୁ"ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ". ଓଡ଼ିଶା ଡଟ୍ କମ୍. 25 August 2012. Retrieved 24 February 2018.
  2. ଉପରକୁ ଯାଆନ୍ତୁ"ପରଲୋକରେ ମୀନକେତନ". ସମ୍ବାଦ. 2 July 2017. Retrieved 24 February 2018.
  3. ଏହି ଯାଏ ଉପରକୁ ଯାଆନ୍ତୁ:"ଏଇ ଦୁଇ ନାୟିକା ଗୋଟିଏ ଫିଲ୍ମରୁ କରିଥିଲେ ଓଲିଉଡ୍‌ ଡେବ୍ୟୁ". sambad.in. 6 January 2017. Retrieved 24 February 2018.
  4. ଉପରକୁ ଯାଆନ୍ତୁ"ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ". odia spot news. 10 October 2014. Retrieved 24 February 2018.

ବାହାର ଆଧାର

ହର ରଥ

ହର ରଥ
Image result for odia actor hara rath
ଜନ୍ମ ଓ ଜନ୍ମସ୍ଥାନହର ରଥ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରା
କାର୍ଯ୍ୟକାଳ୨୦୦୫-ଏବେଯାଏଁ
ହର ରଥ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ହର ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୦୮ରେ ହର ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ରରେ ନାୟକ, ଖଳନାୟକ, ସ‌ହ-ନାୟକ ଏବଂ ପାର୍ଶ୍ୱ-ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । କଥାଚିତ୍ର ବ୍ୟତୀତ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

ହର ଗଞ୍ଜାମ ଜିଲ୍ଲାର ଧରାକୋଟରେ ପଢ଼ୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ନାଟକ, ଡ଼୍ରାମା ଆଦିରେ ଅନେକ ଅଭିନୟ କରିଥିଲେ । ଏହାପରେ ଆସ୍କା, ଖୋର୍ଦ୍ଧା କଲେଜ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ଅଭିନେତା ଭାବେ ମଧ୍ୟ ସେ ପୁରସ୍କାର ପାଇଥିଲେ ।

ଅଭିନୟ ଜୀବନ

ହର ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରିଥିଲେ । ସେ ମେକଅପ ମେନ, ପ୍ରଡ଼କସନ ମ୍ୟାନେଜର, କ୍ୟାମେରା ଅପେରେଟର, ଏଡ଼ିଟର ଆଦି ବିଭିନ୍ନ କାମ କରିଥିଲେ । ଏହାପରେ ସେ ୨୦୦୫ରେ ଜୀବନ ମୃତ୍ୟୁ କଥାଚିତ୍ରରେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୭ରେ ସେ ମଧ୍ୟ ମୁଁ ତତେ ଲଭ୍ କରୁଚି ଚଳଚ୍ଚିତ୍ରରେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଗୁଡ଼ିଆ ମହାପାତ୍ର ମତେ ତାଙ୍କ ଚଳଚ୍ଚିତ୍ର ପ୍ରିୟା ମୋ’ ପ୍ରିୟାରେ ଗୋଟିଏ ଛୋଟ ଭୂମିକାରେ ଅଭିନୟ ପାଇଁ ହରଙ୍କୁ ସୁଯୋଗ ଦେଇଥିଲେ । ଏହପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ବନ୍ଦେ ଉତ୍କଳ ଜନନୀରେ ଏକ ଭଲ ଭୂମିକାରେ ସୁଯୋଗ ପାଇଥିଲେ ଏବଂ ତା' ପରଠାରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ, ଖଳନାୟକ, ସ‌ହନାୟକ, ପାର୍ଶ୍ୱ-ଅଭିନେତା, ହାସ୍ୟ ଅଭିନେତା ଆଦି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ।
ଏହାପରେ ସେ ସତ୍ୟମେବ ଜୟତେମୋଷ୍ଟ ୱାଣ୍ଟେଡ଼ମାଟିର ବନ୍ଧନଏସିପି ରଣବୀରଆଖିରେ ଆଖିରେଆମେତ ଟୋକା ଷଣ୍ଢ ମାର୍କାମୁଁ ତା'ର କିଏୱାନ୍ ୱେ ଟ୍ରାଫିକ୍କେହି ନୁହେଁ କାହାରହେଲୋ- ଇନ୍ ଲଭ୍ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୨୦୧୮ରେ ହରଙ୍କର ଚଳଚ୍ଚିତ୍ର ଯୋଗୀ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଶୀର୍ଷକ ଯୋଗୀ ଭୂମିକାରେ ହର ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ତାଙ୍କୁ ତିନିମାସ ଧରି ଲଣ୍ଡା ହେବାକୁ ପଡ଼ିଥିଲା ।

ଦୂରଦର୍ଶନ

ହର ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନରେ ବିଭିନ୍ନ ଧାରାବାହିକରେ ଅଭିନୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଅପାରେ ଖଳନାୟକ ଭାବରେ ଅଭିନେତା ଜୟୀରାମ ସାମଲଙ୍କ ପୁଅ ଜିମି ଭୂମିକାରେ ଅଭିନୟ କରିଥିଲେ । ସେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଏକ୍ସକ୍ୟୁଜ୍ ମି-ଏଥର ମିଛ କ‌ହିବିରେ ଅଭିନେତା ପପୁ ପମ ପମଙ୍କ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮ବନ୍ଦେ ଉତ୍କଳ ଜନନୀବିଜୟ ଦାସପ୍ରଥମ ଓଡ଼ିଆ କଥାଚିତ୍ର
ସତ୍ୟମେବ ଜୟତେ
୨୦୧୧ମୋଷ୍ଟ ୱାଣ୍ଟେଡ଼ଟୋପି
୨୦୧୨ମାଟିର ବନ୍ଧନ
ଏସିପି ରଣବୀର
୨୦୧୪ଆଖିରେ ଆଖିରେ
ଆମେତ ଟୋକା ଷଣ୍ଢ ମାର୍କା
ମୁଁ ତା'ର କିଏ
ୱାନ୍ ୱେ ଟ୍ରାଫିକ୍
୨୦୧୫କେହି ନୁହେଁ କାହାର
ହେଲୋ- ଇନ୍ ଲଭ୍
୨୦୧୬ମୀମାଂସା
୨୦୧୮ଯୋଗୀଯୋଗୀ

ଆଧାର

  1. ଏହି ଯାଏ ଉପରକୁ ଯାଆନ୍ତୁ:"ଜାଣନ୍ତୁ କାହିଁକି ପ୍ରଯୋଜକଙ୍କ ଉପରେ ଚିଡିଥିଲେ ‘ଯୋଗୀ’ ଓରଫ ହର ରଥ ?". sambad.in. 11 December 2017. Retrieved 27 February 2018.
  2. ଉପରକୁ ଯାଆନ୍ତୁ"ସଂଗ୍ରାମୀଙ୍କ ସ୍ୱପ୍ନ". ସମାଜ ରବିବାର. 8 April 2018. Retrieved 12 April 2018.
  3. ଉପରକୁ ଯାଆନ୍ତୁ"ହର ଯାହା ଖୋଜୁଥିଲେ..". ଧରିତ୍ରୀ. Retrieved 27 February 2018.
  4. ଉପରକୁ ଯାଆନ୍ତୁ"ଶୁଟିଂ ସେଟ୍‌ରୁ: ଲଣ୍ଡା ହେବାକୁ ନେଇ ଟେନ୍‌ସନ୍‌". ଧରିତ୍ରୀ. Retrieved 27 February 2018.
  5. ଉପରକୁ ଯାଆନ୍ତୁ"ହର ଦେଲେନି ଧରା". ସମାଜ. 3 December 2017. Retrieved 7 December 2017.
  6. ଉପରକୁ ଯାଆନ୍ତୁ"ଓଡ଼ିଶାରେ ଯୋଗୀ". ସମାଜ. 17 December 2017. Retrieved 17 December 2017.

ବାହାର ଆଧାର

  • ହର ରଥ (ଇଣ୍ଟରନେଟ ମୁଭି ଡାଟାବେସରେ)