ସୂର୍ଯ୍ୟକାନ୍ତ ସାମଲ

ସୂର୍ଯ୍ୟକାନ୍ତ ସାମଲ
Image result for suryakant samal odia film actor
ଜନ୍ମ ଓ ଜନ୍ମସ୍ଥାନସୂର୍ଯ୍ୟକାନ୍ତ ସାମଲ
ଓଡ଼ିଶାଭାରତ
ଜୀବିକାଓଡ଼ିଆ କଥାଚିତ୍ର ଅଭିନେତା,
କଥାଚିତ୍ର ପ୍ରଯୋଜକ
କାର୍ଯ୍ୟକାଳ୨୦୧୮-ଏବେଯାଏଁ
ସୂର୍ଯ୍ୟକାନ୍ତ ସାମଲ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତା । ସେ ୨୦୧୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଗୁଡ୍ଡୁ ଆଣ୍ଡ ଗୁଡ୍ଡି ପ୍ରଯୋଜନା ନିଜେ ସୂର୍ଯ୍ୟକାନ୍ତ କରିଥିଲେ ।

ପ୍ରାରମ୍ଭିକ ଜୀବନ

ଅଭିନୟ ଜୀବନ

ସୂର୍ଯ୍ୟକାନ୍ତ ୨୦୧୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୮ ଫେବୃଆରୀ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଗୁଡ୍ଡୁ ଆଣ୍ଡ ଗୁଡ୍ଡି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଏବଂ ପ୍ରଯୋଜକ ଭାବରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶୁଭାଶିଷ ପତି । ବଙ୍ଗୀୟ ଅଭିନେତ୍ରି ହିମିକା ଏହି କଥାଚିତ୍ରଟିର ସୂର୍ଯ୍ୟକାନ୍ତଙ୍କର ନାୟିକା ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ସଲିଲ୍ ମିତ୍ର, ମାମୁନି ମିଶ୍ର, କିଶୋର ଖଣ୍ଡୁଆଳ, ଶୁଭ୍ରାଂଶୁ, ଦୁଷ୍ମନ୍ତ ପତି, ଗୁଡ୍ଡୁ, ରାଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୮ଗୁଡ୍ଡୁ ଆଣ୍ଡ ଗୁଡ୍ଡିପ୍ରଥମ ଓଡ଼ିଆ କଥାଚିତ୍ର
ପ୍ରଯୋଜକ

ଆଧାର

  1. ଉପରକୁ ଯାଆନ୍ତୁ"ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  2. ଉପରକୁ ଯାଆନ୍ତୁ"କାଷ୍ଟିଂ କାଉଚ୍‌ ପ୍ରସଙ୍ଗ ଉପରେ ଆଧାରିତ ଏହି ଆଗାମୀ ଓଡ଼ିଆ ସିନେମା !". sambad.in. 25 January 2018. Retrieved 7 February 2018.
  3. ଉପରକୁ ଯାଆନ୍ତୁ"ଆଜି ଶୁଭମୁକ୍ତି : ଓଡ଼ିଆ ସିନେମା ‘ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି’". sambad.in. 23 February 2018. Retrieved 27 February 2018.
  4. ଉପରକୁ ଯାଆନ୍ତୁ"ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  5. ଉପରକୁ ଯାଆନ୍ତୁ"ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
  6. ଉପରକୁ ଯାଆନ୍ତୁ"ଗୁଡ୍ଡୁ-ଗୁଡ୍ଡିଙ୍କ ପ୍ରେମ କାହାଣୀ". ସମାଜ. 4 February 2018. Retrieved 7 February 2018.

ବାହାର ଆଧାର

  • ସୂର୍ଯ୍ୟକାନ୍ତ ସାମଲ (ଇଣ୍ଟରନେଟ ମୁଭି ଡାଟାବେସରେ)