ସନ୍‌ମିରା ନାଗେଶ

ସନ୍‌ମିରା ନାଗେଶ
Image result for odia actress sunmeera photos
ଜନ୍ମ ଓ ଜନ୍ମସ୍ଥାନସନ୍‌ମିରା ନାଗେଶ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୭ରୁ-ଏବେଯାଏଁ
ସନ୍‌ମିରା ନାଗେଶ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ସପନର ପଥେ ପଥେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ମୁଖ୍ୟ ନାୟିକା ଭାବରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ସନ୍‌ମିରା ଅଭିନୟ ବ୍ୟତୀତ ଚିତ୍ର କରିବାକୁ, ଗୀତ ଗାଇବାକୁ, ନୃତ୍ୟ କରିବାକୁ ଏବଂ ଫୁଟ୍‌ବଲ୍ ଖେଳିବାକୁ ଭଲ ପାଆନ୍ତି । ସେ ଅଭିନୟ ଜଗତରେ କାମ କରିନଥିଲେ ଜଣେ ଶିକ୍ଷାବିତ୍ ହେବାର ଆଶା ରଖିଥିଲେ ।

ଅଭିନୟ ଜୀବନ

ସନ୍‌ମିରା ଜଣେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ୨୦୧୭ ମସିହାରେ ସପନର ପଥେ ପଥେ ଚଳଚ୍ଚିତ୍ର ଜରିଆରେ ମୁଖ୍ୟ ନାୟିକା ଭୂମିକାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ଲୈଲା ଓ ଲୈଲା କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୭ସପନର ପଥେ ପଥେପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା

ଆଧାର

  1. ଉପରକୁ ଯାଆନ୍ତୁ"ଏ ବର୍ଷ ମୁକ୍ତିଲାଭ କରିଥିବା ଏହି ସିନେମାର କାହାଣୀ ମୌଳିକ ଥିଲା !". sambad.in. 30 December 2017. Retrieved 3 February 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"‘ଲୈଲା ଓ ଲୈଲା’ର ସୁଟିଂ ବେଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲି : ସନ୍‌ମିରା". sambad.in. 4 January 2018. Retrieved 3 February 2018.
  3. ଉପରକୁ ଯାଆନ୍ତୁ"ନବମ ଶ୍ରେଣୀରୁ ହିରୋଇନ୍; ସନ୍‌ମୀରାଙ୍କ ‘ଲୈଲା ଓ ଲୈଲା’". Odisha Live. 6 September 2017. Retrieved 3 February 2018.
  4. ଉପରକୁ ଯାଆନ୍ତୁ"ଅଣ ଓଡ଼ିଆ ନାୟିକାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଏହି ଓଡ଼ିଆ ନାୟିକାମାନେ !". sambad.in. 16 October 2017. Retrieved 3 February 2018.
  5. ଉପରକୁ ଯାଆନ୍ତୁ"ପ୍ରଥମ ସିନେମାରେ ଧମାଲ୍‌ କରିଥିବା ସତ୍ତ୍ୱେ ଏହି ହିଟ୍‌ ଯୋଡି ଦ୍ୱିତୀୟ ଥର ନଜର ଆସି ନାହାନ୍ତି". sambad.in. 16 December 2017. Retrieved 3 February 2018.
  6. ଉପରକୁ ଯାଆନ୍ତୁ"ଆଜି ଶୁଭମୁକ୍ତି: ‘ଲୈଲା ଓ ଲୈଲା’". sambad.in. 29 December 2017. Retrieved 3 February 2018.
  7. ଉପରକୁ ଯାଆନ୍ତୁ"ଶୁଭମୁକ୍ତି କଲା ‘ଲୈଲା ଓ ଲୈଲା’". OdianNews. 30 December 2017. Retrieved 3 February 2018.
  8. ଉପରକୁ ଯାଆନ୍ତୁ"ପ୍ରଥମ ସିନେମାରେ ଧମାଲ୍‌ କରିଥିବା ସତ୍ତ୍ୱେ ଏହି ହିଟ୍‌ ଯୋଡି ଦ୍ୱିତୀୟ ଥର ନଜର ଆସି ନାହାନ୍ତି". Mo Odisha Daily News Feed. 16 Decemer 2017. Retrieved 3 February 2018.