ସାଜନ୍ ବିଶ୍ୱାଳ

ସାଜନ୍ ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନସାଜନ୍ ବିଶ୍ୱାଳ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତା
ସମ୍ପର୍କୀୟସଂଗ୍ରାମ ବିଶ୍ୱାଳ (ବାପା)
ସାଜନ୍ ବିଶ୍ୱାଳ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କର ପୁଅ । ସେ ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ସାଜନ୍ ବିଶ୍ୱାଳ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳଙ୍କର ପୁଅ ।

ଅଭିନୟ ଜୀବନ

ସାଜନ୍ ଓଡ଼ିଆ କଥାଚିତ୍ର ରାମ ନାମ ସତ୍ୟ ହେରେ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ୨୦୧୮ରେ ମୁକ୍ତିଲାଭ କରିବାର ଯୋଜନା ଅଛି । ଏହି ଚଳଚ୍ଚିତ୍ର ବ୍ୟତୀତ ସାଜନ୍‌ଙ୍କର ୨ୟ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି । ତାଙ୍କର ଏହି ୨ୟ ଚଳଚ୍ଚିତ୍ରଟି ହେଉଛି ଆମ୍‌କେ ଜୁଳୀ । ଏହି ଚଳଚ୍ଚିତ୍ରଟିର ହୋ ଭାଷାରେ ନିର୍ମିତ ହେବାକୁ ଯାଉଛି । ହୋ ଭାଷାର ପ୍ରଥମ ଚଳଚ୍ଚିତ୍ର ଭାବରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହେଉଛି ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୮ରାମ ନାମ ସତ୍ୟ ହେମୁକ୍ତିଲାଭ କରିବାକୁ ଥିବା ପ୍ରଥମ କଥାଚିତ୍ର
ଆମ୍‌କେ ଜୁଳୀହୋ ଭାଷାରେ ମୁକ୍ତିଲାଭ କରିବାକୁ ଥିବା ପ୍ରଥମ ଚଳଚ୍ଚିତ୍ର

ଆଧାର