ରାଲି ନନ୍ଦ

ରାଲି ନନ୍ଦ
Image result for rali nanda odia actress
ଜନ୍ମ ଓ ଜନ୍ମସ୍ଥାନରାଲି ନନ୍ଦ
ଓଡ଼ିଶାଭାରତ
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୮ରୁ-୨୦୧୪
ରାଲି ନନ୍ଦ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।ତୁ ଥିଲେ ମୋ ଡର କାହାକୁ, ଓମ୍ ନମଃ ଶିବାୟ, ଟଙ୍କା ତତେ ସଲାମ, ସୁପରଷ୍ଟାର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓମ୍ ନମଃ ଶିବାୟ ଚଳଚ୍ଚିତ୍ରରେ ରାଲି ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ରାଲି ନନ୍ଦ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲାତୁ ଥିଲେ ମୋ ଡର କାହାକୁॐ ନମଃ ଶିବାୟନଈ ସେପାରୀ କନକ ଗୋରୀସୁପରଷ୍ଟାରଟଙ୍କା ତତେ ସଲାମପୁଣି ଦେଖା ହବ ଆର ଜନମରେମା' ଖୋଜେ ମମତାଅଭିମାନୀ ପ୍ରିୟା ମୋର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ରାଲି ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୮କଳିଙ୍ଗ ପୁତ୍ରବାସନ୍ତିପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୯ଆକାଶେ କି ରଙ୍ଗ ଲାଗିଲାଚୁଟ୍‌କିସ‌ହକାରୀ ଅଭିନେତ୍ରୀ
୨୦୧୦ତୁ ଥିଲେ ମୋ ଡର କାହାକୁସୀତା
ॐ ନମଃ ଶିବାୟଗଙ୍ଗା/ଯମୁନାଦ୍ୱେତ ଭୂମିକା
୨୦୧୧ମା' ଖୋଜେ ମମତା
୨୦୧୦ନଈ ସେପାରୀ କନକ ଗୋରୀକନକ
ସୁପରଷ୍ଟାର
ଟଙ୍କା ତତେ ସଲାମଚାନ୍ଦିନୀ
୨୦୧୪ପୁଣି ଦେଖା ହବ ଆର ଜନମରେସୁକନ୍ୟା

ଆଧାର

  1. ଉପରକୁ ଯାଆନ୍ତୁ"ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି". sambad.in. 24 january 2018. Retrieved 2 February 2018.
  2. ଏହି ଯାଏ ଉପରକୁ ଯାଆନ୍ତୁ:"ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 26 March 2018.
  3. ଉପରକୁ ଯାଆନ୍ତୁ"ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ". ସମ୍ବାଦ. 4 August 2017. Retrieved 2 February 2018.
  4. ଉପରକୁ ଯାଆନ୍ତୁ"ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !". sambad.in. 21 October 2017. Retrieved 2 February 2018.

ବାହାର ଆଧାର