ରାଲି ନନ୍ଦ
ରାଲି ନନ୍ଦ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରାଲି ନନ୍ଦ ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୮ରୁ-୨୦୧୪ |
ରାଲି ନନ୍ଦ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।ତୁ ଥିଲେ ମୋ ଡର କାହାକୁ, ଓମ୍ ନମଃ ଶିବାୟ, ଟଙ୍କା ତତେ ସଲାମ, ସୁପରଷ୍ଟାର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଓମ୍ ନମଃ ଶିବାୟ ଚଳଚ୍ଚିତ୍ରରେ ରାଲି ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ ଜୀବନ
ରାଲି ନନ୍ଦ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର କଳିଙ୍ଗ ପୁତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଆକାଶେ କି ରଙ୍ଗ ଲାଗିଲା, ତୁ ଥିଲେ ମୋ ଡର କାହାକୁ, ॐ ନମଃ ଶିବାୟ, ନଈ ସେପାରୀ କନକ ଗୋରୀ, ସୁପରଷ୍ଟାର, ଟଙ୍କା ତତେ ସଲାମ, ପୁଣି ଦେଖା ହବ ଆର ଜନମରେ, ମା' ଖୋଜେ ମମତା, ଅଭିମାନୀ ପ୍ରିୟା ମୋର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ରାଲି ବିବାହ କରିବା ପରେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | କଳିଙ୍ଗ ପୁତ୍ର | ବାସନ୍ତି | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୯ | ଆକାଶେ କି ରଙ୍ଗ ଲାଗିଲା | ଚୁଟ୍କି | ସହକାରୀ ଅଭିନେତ୍ରୀ |
୨୦୧୦ | ତୁ ଥିଲେ ମୋ ଡର କାହାକୁ | ସୀତା | |
ॐ ନମଃ ଶିବାୟ | ଗଙ୍ଗା/ଯମୁନା | ଦ୍ୱେତ ଭୂମିକା | |
୨୦୧୧ | ମା' ଖୋଜେ ମମତା | ||
୨୦୧୦ | ନଈ ସେପାରୀ କନକ ଗୋରୀ | କନକ | |
ସୁପରଷ୍ଟାର | |||
ଟଙ୍କା ତତେ ସଲାମ | ଚାନ୍ଦିନୀ | ||
୨୦୧୪ | ପୁଣି ଦେଖା ହବ ଆର ଜନମରେ | ସୁକନ୍ୟା |
ଆଧାର
- ଉପରକୁ ଯାଆନ୍ତୁ"ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି". sambad.in. 24 january 2018. Retrieved 2 February 2018.
- ଏହି ଯାଏ ଉପରକୁ ଯାଆନ୍ତୁ:"ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 26 March 2018.
- ଉପରକୁ ଯାଆନ୍ତୁ"ଅର୍ଚ୍ଚିତା ଓ ରାଲି କାମ କରିଛନ୍ତି ଏହି ଓଡ଼ିଆ ଛବିରେ". ସମ୍ବାଦ. 4 August 2017. Retrieved 2 February 2018.
- ଉପରକୁ ଯାଆନ୍ତୁ"ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !". sambad.in. 21 October 2017. Retrieved 2 February 2018.
ବାହାର ଆଧାର
- ରାଲି ନନ୍ଦ (ଇଣ୍ଟରନେଟ ମୁଭି ଡାଟାବେସରେ)