ରାଜେଶ୍ୱରୀ ରାୟ (Rajsawri Ray)
ରାଜେଶ୍ୱରୀ ରାୟ (English: Rajsawri Ray; ମୃତ୍ୟ: ୨୦ ଜୁଲାଇ ୨୦୨୨) ଜଣେ ଓଡ଼ିଆ ଅଭିନେତ୍ରୀ ଥିଲେ । ସେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନରେ ଧାରାବାହିକରେ ମୁଖ୍ୟତଃ ଖଳନାୟିକା ଭୂମିକାରେ ଅଭିନୟ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ବସୁନ୍ଧରା, ସଂସ୍କାର, ସ୍ୱାଭିମାନ, ଦେବୀ, କୁମ୍କୁମ୍, ଉଆଁସୀ କନ୍ୟା, ତୋ ପାଇଁ ମୁଁ ଆଦି ଧାରାବାହିକରେ କାର୍ଯ୍ୟ କରିଥିଲେ ।[୧]
ସେ ବାଲେଶର ଜିଲ୍ଲରେ ଜନ୍ମଗ୍ରହଣ କରିଥିଲେ । ୨୦୧୬ ମସିହାର ଡିସେମ୍ବର ୧୬ ତାରିଖରେ ସେ ସଞ୍ଜୟ ମହାପାତ୍ରଙ୍କୁ ବିବାହ କରିଥିଲେ ।
ବିଷୟସୂଚୀ
ଅଭିନୟ ଜୀବନ
ସେ ପ୍ରଥମେ ଦୂରଦର୍ଶନ ଓ ମଞ୍ଚରେ ଉପସ୍ଥାପନା କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଧାରାବାହିକରେ ଅଭିନୟ କରିଥିଲେ ।[୨] ଓଡ଼ିଆ ଧାରାବାହିକ ଜଗତରେ ଜଣେ ଖଳନାୟିକା ଭାବରେ ସେ ଜଣାଶୁଣା ଥିଲେ । ସେ ଡିଡି ଓଡ଼ିଆର ବସୁନ୍ଧରା, ଇଟିଭି ଓଡ଼ିଆର ସଂସ୍କାର, ଓଟିଭିର ଦେବୀ, ତରଙ୍ଗର ସ୍ୱାଭିମାନ,[୩] ଉଆଁସୀ କନ୍ୟା,[୪] କଲର୍ସ ଓଡ଼ିଆର କୁମ୍କୁମ୍ ଓ ଜୀ ସାର୍ଥକର ତୋ' ପାଇଁ ମୁଁ ଭଳି ଧାରାବାହିକ ଅଭିନୟ କରିଥିଲେ ।
ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଉଆଁସୀ କନ୍ୟାରେ ସେ ନିଭେଇଥିବା ଅଳକା ନାମକ ଖଳନାୟିକା ଚରିତ୍ର ପାଇଁ ଅନେକ ଲୋକପ୍ରିୟତା ସାଉଣ୍ଟିଥିଲେ ।[୫][୬] ଜୀ ସାର୍ଥକରେ ପ୍ରସାରିତ ଧାରାବାହିକ ତୋ' ପାଇଁ ମୁଁ ଥିଲା ତାଙ୍କ ଅଭିନୀତ ଶେଷ ଧାରାବାହିକ ।[୭][୮]
୨୦୦୮ ମସିହାରେ ସେ ଓଡ଼ିଅ କଥାଚିତ୍ର ସତ୍ୟମେବ ଜୟତେ ଜରିଆରେ ଓଡ଼ିଅ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ପରେ ଆରେ ସାଥୀ ଆ, ବ୍ଲାକ୍ମେଲ୍ ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।
ଧାରାବାହିକ ଓ କଥାଚିତ୍ରରେ କାମ କରିବା ବ୍ୟତୀତ ସେ କିଛି ଓଡ଼ିଆ ଆଲ୍ବମ୍ ଗୀତରେ ମଧ୍ୟ ନୃତ୍ୟ କରିଥିଲେ ।[୯]
ଅଭିନୀତ କଥାଚିତ୍ର
ଚଳଚ୍ଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୮ | ସତ୍ୟମେବ ଜୟତେ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ | |
୨୦୦୯ | ଆ'ରେ ସାଥି ଆ | ||
୨୦୧୮ | ବ୍ଲାକ୍ମେଲ୍ |
ଦୂରଦର୍ଶନ
କାର୍ଯ୍ୟକ୍ରମ | ଚେନାଲ | ଭୂମିକା |
---|---|---|
ବସୁନ୍ଧରା | ଡିଡି ଓଡ଼ିଆ | |
ସଂସ୍କାର | ଇଟିଭି ଓଡ଼ିଆ | |
ଦେବୀ | ଓ ଟିଭି | |
ଉଆଁସୀ କନ୍ୟା | ତରଙ୍ଗ ଟିଭି | ଅଳକା |
ସ୍ୱାଭିମାନ | ତରଙ୍ଗ ଟିଭି | |
କୁମ୍କୁମ୍ | କଲର୍ସ ଓଡ଼ିଆ | |
ତୋ' ପାଇଁ ମୁଁ | ଜୀ ସାର୍ଥକ | ତାରା ପଟ୍ଟନାୟକ |
ମୃତ୍ୟୁ
ରାଜେଶ୍ୱରୀ ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।[୧୦][୧୧] ସେ ୨୦୧୯ ମସିହାରେ ଫୁସ୍ଫୁସ୍ ଓ ମସ୍ତିଷ୍କ କର୍କଟରେ ପୀଡ଼ିତ ହୋଇଥିଲେ ।[୧୨][୧୩][୧୪] ପ୍ରଥମ ଚିକିତ୍ସା ପୁରେ ସୁସ୍ଥ ହୋଇ ପୁଣିଥରେ ଅଭିନୟ କରୁଥିଲେ, ମାତ୍ର ବାଲେଶ୍ୱରରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।[୧୫] ମୃତ୍ୟୁବେଳକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।[୧୬]
ଆଧାର
- ↑ Nayak, Subhashree (21 July 2022). "ରାଜେଶ୍ୱରୀ ରାୟ ମହାପାତ୍ରଙ୍କୁ ଝୁରିବ ଟେଲି ଜଗତ". OdishaLIVE. Archived from the original on 21 July 2022. Retrieved 21 July 2022.
- ↑ "Popular Odia actress Rajeshwari passes away". Argus News (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
- ↑ Das, Haraprasad (21 July 2022). "Odia tele actress Rajeswari Ray Mohapatra passes away". Pragativadi (in English). Bhubaneswar. Archived from the original on 21 July 2022. Retrieved 21 July 2022.
- ↑ Ranjan, Rashmi (21 July 2022). "Eminent Odia tele actress Rajeswari Ray Mohapatra no more". OTV News (in English). Bhubaneswar. Archived from the original on 21 July 2022. Retrieved 21 July 2022.
- ↑ Pattnaik, Sagarika (21 July 2022). "ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ - Dharitri". ଧରିତ୍ରୀ (in ଓଡ଼ିଆ). ଭୁବନେଶ୍ୱର: ଧରିତ୍ରୀ ଓଡ଼ିଆ ପୋର୍ଟାଲ୍. Archived from the original on 21 July 2022. Retrieved 21 July 2022.
- ↑ "ସିନେ ଜଗତକୁ ଝଟ୍କା, ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟଙ୍କ ପରଲୋକ". ETV Bharat News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ "Odisha TV Actor Rajeswari Ray Mahapatra Passes Away". odishabytes. Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
- ↑ Dash, Chinmayee (21 July 2022). "Odia television actress Rajeswari Ray Mahapatra no more". Sambad English (in English). Bhubaneswar: sambadenglish.com. Archived from the original on 21 July 2022. Retrieved 21 July 2022.
- ↑ "ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ, କ୍ୟାନସରରେ ଥିଲେ ପୀଡିତ". Prameyanews7. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ "Popular Odia tele actress Rajeswari Ray Mohapatra passes away". Prameya English (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
- ↑ SAHOO, RAJALAXMI (21 July 2022). "ପରଲୋକରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". ଓ ଟିଭି. ଓ ଟିଭି ଖବର. Archived from the original on 21 July 2022. Retrieved 21 July 2022.
- ↑ "Odia tele actress Rajeswari Ray Mohapatra passes away". KalingaTV (in English). Bhubaneswar. 21 July 2022. Archived from the original on 21 July 2022. Retrieved 21 July 2022.
- ↑ Routray, Rituparna (21 July 2022). "ଆଉନାହାନ୍ତି ଅଭିନେତ୍ରୀ ରାଜେଶ୍ୱରୀ ରାୟ : ଟେଲି ଓ ଓଲିଉଡ୍ ଜଗତରେ ଶୋକର ଛାୟା | Kanak News". କନକ ନ୍ୟୁଜ୍. Archived from the original on 21 July 2022. Retrieved 21 July 2022.
- ↑ "ପରପାରିରେ ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ". Zee ଓଡ଼ିଶା News. ଭୁବନେଶ୍ୱର. 21 July 2022. Archived from the original on 21 July 2022. Retrieved 21 July 2022.
- ↑ WCW 4 (2022-07-21). "ଜୀବନ ଯୁଦ୍ଧରେ ହାରିଗଲେ କ୍ଯାନସର ସରଭାଇଭର ରାଜେଶ୍ୱରୀ". KNews Odisha (in ଇଂରାଜୀ). Archived from the original on 21 July 2022. Retrieved 2022-07-21.
- ↑ "ଅଫେରା ରାଇଜରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ". ସମାଜ. ଭୁବନେଶ୍ୱର: Samaja Live. 21 July 2022. Archived from the original on 21 July 2022. Retrieved 21 July 2022.
ଜିନା ସାମଲ
ଜୀନା ସାମଲ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସ୍ୱାତୀ ସାମଲ ୭ ଅକ୍ଟୋବର ବାଲେଶ୍ଵର, ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୭ରୁ-ଏବେଯାଏଁ |
ଜୀବନସାଥି | ରୁଦ୍ର ପାଣିଗ୍ରାହୀ (୨୦୧୭-ଏବେଯାଏଁ) |
ଅଭିନୟ ଜୀବନ
ଅଭିନୀତ କଥାଚିତ୍ର
ଚଳଚ୍ଚିତ୍ର
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୭ | ଫେରିଆ ମୋ ସୁନା ଭଉଣୀ | ଲକ୍ଷ୍ମୀ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୦୭ | ତୋ ପାଇଁ ନେବି ମୁଁ ଶହେ ଜନମ | କାବେରୀ | |
୨୦୦୭ | ତୋ ବିନା ମୋ କାହାଣୀ ଅଧା | ସୀମା | |
୨୦୦୭ | ରସିକ ନାଗର | ଅତିଥି କଳାକାର | |
୨୦୦୯ | ଡ୍ରିମ୍ ଗାର୍ଲ | ||
୨୦୦୯ | ଆଇଲାରେ ଓଡ଼ିଆ ପୁଅ | ମୋନା | |
୨୦୧୦ | ତୁ ଥା ମୁଁ ଯାଉଛି ରୁଷି | ନିଶା | |
୨୦୧୦ | ଶୁଭ ବିବାହ | ଦେବିକା | |
୨୦୧୧ | ଏ ମନ ଖୋଜେ ମନଟିଏ | ଜିନା | |
୨୦୧୩ | ଗଡ଼ବଡ଼ | ଅନୀତା | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | ଦିପାଲୀ ମହାପାତ୍ର | |
୨୦୧୫ | ଅପନା ହାଥ ଜଗନ୍ନାଥ | ସ୍ୱତନ୍ତ୍ର ଭୂମିକା | |
୨୦୧୬ | ଝିଅଟା ବିଗିଡ଼ିଗଲା | ||
୨୦୧୬ | ଭାଇନା, କ'ଣ କଲା ସେ | ||
୨୦୧୬ | ପ୍ରେମର ନିଶା ନିଆରା ନିଆରା |
ଦୂରଦର୍ଶନ
କାର୍ଯ୍ୟକ୍ରମ | ଚେନାଲ | ଭୂମିକା |
---|---|---|
ତୁଳସୀ | ଇ ଟିଭି ଓଡ଼ିଆ | |
ଅପା | ଇ ଟିଭି ଓଡ଼ିଆ | ଅପା |
କେମିତି ଏ ବନ୍ଧନ | ତରଙ୍ଗ ଟିଭି | ଭୂମି |
ରଜ କୁଇନ୍ | ସାର୍ଥକ ଟିଭି | ମେଣ୍ଟର |
ଖାଣ୍ଟି ଓଡ଼ିଆ ଝିଅ | ତରଙ୍ଗ ଟିଭି | ବିଚାରିକା |
କି ଭର୍ସେସ୍ କା | ତରଙ୍ଗ ଟିଭି | ଝିଅମାନଙ୍କର ମୁଖିଆ |
ଜିନାର ଜୀବନସାଥୀ | ତରଙ୍ଗ ଟିଭି |
ଆଧାର
- ଉପରକୁ ଯାଆନ୍ତୁ↑ Jena, Manjit. "Jina Samal Odia Actress Biography". Odia Info. Retrieved 26 March 2017.
- ଉପରକୁ ଯାଆନ୍ତୁ↑ "KEMITI E BANDHANA ORIYA SERIAL". Incredible Orissa. 26 February 2014. Retrieved 26 March 2017.
- ଉପରକୁ ଯାଆନ୍ତୁ↑ "Jina Samal". Incredible Orissa. Retrieved 26 March 2017.
- ଉପରକୁ ଯାଆନ୍ତୁ↑ "Jina Samal Ollywood Actress". E News ଓଡ଼ିଆ. 22 September 2016. Retrieved 26 March 2017.
- ଉପରକୁ ଯାଆନ୍ତୁ↑ "ତରଙ୍ଗର ରିୟଲିଟି ଶୋ 'ଜିନାର ଜୀବନସାଥୀ'". ସମାଜ. 27 August 2017. Retrieved 27 August 2017.
ଅଧିକ ତଥ୍ୟ
- ଜିନା ସାମଲ (ଇଣ୍ଟରନେଟ ମୁଭି ଡାଟାବେସରେ)
ଗାର୍ଗୀ ମହାନ୍ତି
ଗାର୍ଗୀ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଓଡ଼ିଶା, ଭାରତ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୫ରୁ-ଏବେଯାଏଁ |
ଅଭିନୟ ଜୀବନ
ଅଭିନୀତ କଥାଚିତ୍ର
ବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୦୫ | ଅର୍ଜୁନ | ହର ପଟ୍ଟନାୟକ | ଚୁମୁକୀ | ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୧୨ | ହେ ସଖା | ଆଶିଷ ଭଟାଚାର୍ଯ୍ୟ | ସୁମତୀ | |
୨୦୧୬ | କ୍ରାନ୍ତିଧାରା | ହିମାଂଶୁ ଖଟୁଆ | ପ୍ରତିଜ୍ଞା |
ଅଭିନୀତ ଧାରାବାହିକ
ଧାରାବାହିକ | ଚେନାଲ | ଭୂମିକା |
---|---|---|
କହିଲେ ତୋ କୁଳ କୁଟୁମ୍ବକୁ ଲାଜ | ଡିଡି ଓଡ଼ିଆ | |
ଗାୟତ୍ରୀ | ଇ ଟିଭି ଓଡ଼ିଆ | ଗାୟତ୍ରୀ |
ଟୋପାଏ ସିନ୍ଦୁର | ତରଙ୍ଗ ଟିଭି | |
ରାଣୀ | ତରଙ୍ଗ ଟିଭି | ପ୍ରିୟଦର୍ଶନୀ ଭଞ୍ଜ/ପ୍ରିୟା |
ଆଧାର
- ଏହି ଯାଏ ଉପରକୁ ଯାଆନ୍ତୁ:"Sapanara Pathe Pathe: Actress Gargi Mohanty". କନକ ଟିଭି. 11 December 2011. Retrieved 10 March 2017.
- ଏହି ଯାଏ ଉପରକୁ ଯାଆନ୍ତୁ:"Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.
- ଉପରକୁ ଯାଆନ୍ତୁ"Oriya Films 2012 – Oriya Movies 2012 Details Starcast". IncredibleOrissa. 13 January 2012. Retrieved 10 March 2017.
- ଉପରକୁ ଯାଆନ୍ତୁ"ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Retrieved 1 March 2017.
- ଉପରକୁ ଯାଆନ୍ତୁ"ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ସ୍ନେହ ମୋତେ ସଫଳତା ଦେଇଛି: ବିଜୟ". ସର୍ବସାଧାରଣ. 12 December 2016. Retrieved 1 March 2017.
- ଉପରକୁ ଯାଆନ୍ତୁ"Kathare Kathare - Anu Chowdhury and Gargi Mohanty - Etv News Odia". E TV News Odia. 10 September 2016. Retrieved 10 March 2017.