ବୈଶାଳୀ ପରିଡ଼ା

ବୈଶାଳୀ ପରିଡ଼ା
ବୈଶାଳୀ ପରିଡ଼ା
ଜୀବିକା(ଓଡ଼ିଆ) ଅଭିନେତ୍ରୀ
କାର୍ଯ୍ୟକାଳ୧୯୮୫ରୁ-୨୦୦୨
ବୈଶାଳୀ ପରିଡ଼ା ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୧୯୮୫ ମସିହାରେ ଜଗା ହାତରେ ପଘା ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ଏବଂ ୨୦୦୨ ମସିହାଯାଏଁ ଅଭିନୟ କରିଥିଲେ ।

ଅଭିନୟ ଜୀବନ

ବୈଶାଳୀ ପରିଡ଼ା ୧୯୮୫ ମସିହାରେ ଓଡ଼ିଆ କଥାଚିତ୍ର ଜଗା ହାତରେ ପଘା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ମମତା ମାଗେ ମୂଲ, ସ୍କୁଲ ମାଷ୍ଟର, ଏଇ ଆମ ସଂସାର, ଯୋର ଯା'ର ମୂଲକ ତାର, ସବୁ ମାୟାରେ ବାୟା, କୁରୁକ୍ଷେତ୍ର, ବଡ଼ ଭାଉଜ, ରଜନୀଗନ୍ଧା, ଲୁଟ ତରାଜ, ମା ମତେ ଶକ୍ତି ଦେ, ହିସାବ କରିବ କାଳିଆ, ବସ୍ତ୍ର ହରଣ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
୧୯୯୫ ମସିହାରେ ସେ କୁଳ ନନ୍ଦନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୦୨ ମସିହାରେ ସମୟ ଖେଳୁଛି ଚକା ଭଉଁରୀ ଚଳଚ୍ଚିତ୍ରରେ ଶେଷଥର ପାଇଁ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୧୯୮୫ଜଗା ହାତରେ ପଘାପ୍ରଥମ ଓଡ଼ିଆ କଥାଚିତ୍ର
ମମତା ମାଗେ ମୂଲ
ସ୍କୁଲ ମାଷ୍ଟର
୧୯୮୬ଏଇ ଆମ ସଂସାର
ଯୋର ଯା'ର ମୂଲକ ତାରବବି
୧୯୮୭ସବୁ ମାୟାରେ ବାୟାରୋଜି
୧୯୮୮କୁରୁକ୍ଷେତ୍ର
ବଡ଼ ଭାଉଜ
୧୯୮୯ରଜନୀଗନ୍ଧାକଳ୍ପନା
ଲୁଟ ତରାଜ
୧୯୯୦ମା ମତେ ଶକ୍ତି ଦେନୀତୁ ଚୌଧୁରୀ/ଶିଖା
ହିସାବ କରିବ କାଳିଆଉମା
୧୯୯୧ବସ୍ତ୍ର ହରଣବିଜୁଳି
୧୯୯୫କୁଳ ନନ୍ଦନନନ୍ଦିନୀ
୨୦୦୨ସମୟ ଖେଳୁଛି ଚକା ଭଉଁରୀ

ଆଧାର

  1. ଉପରକୁ ଯାଆନ୍ତୁ"Odia Film Heroine Baishali Parida". jajabara.com (in ଇଂରାଜୀ). Retrieved 20 August 2018.

ବାହାର ଆଧାର